ଅସୁସ୍ଥ ଅଗସ୍ତି ବେହେରାଙ୍କୁ ଭେଟିଲେ ବିଜେପି ଯୁବ ନେତା

You are currently viewing ଅସୁସ୍ଥ ଅଗସ୍ତି ବେହେରାଙ୍କୁ ଭେଟିଲେ ବିଜେପି ଯୁବ ନେତା

ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରୀ କମିଟି ସଭ୍ୟ ଅଗସ୍ତି ବେହେରା ଅସୁସ୍ଥ ହୋଇ ଭୁବନେଶ୍ବର ସମ୍‌ ଅଲ୍ଲଟିମେଟ୍‌ରେ ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କୁ ଭେଟିଥିଲେ ଅନୁଗୁଳ ଯୁବ ବିଜେପିର ମୁଖପାତ୍ର ସୌମ୍ୟ ରଞ୍ଜନ ସାହୁ। ସେ ଶ୍ରୀ ବେହେରାଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ତାଙ୍କ ସହିତ ବିଜେପି ଯୁବ ନେତା କମଳାକାନ୍ତ ସାହୁ,ବିଶ୍ୱଜିତ୍‌ ଧଳ ଏବଂ ତୁବେ ପଞ୍ଚାୟତ ସଭାପତି ବାଙ୍କନିଧି ସାହୁ ମଧ୍ୟ ଶ୍ରୀ ବେହେରାଙ୍କୁ ଭେଟି ଥିଲେ।

Share

Leave a Reply