ଅନୁଗୁଳ: ସ୍ଥାନୀୟ ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାର ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ନେତୃତ୍ୱରେ ବିଜୁଳି ବିଭ୍ରାଟ ସମସ୍ୟା ନେଇ ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ବିଜେପି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରତାପ ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସରିତା ମିଶ୍ର, ପ୍ରତିମା ମିଶ୍ର, ନମିତା ଦଳବେହେରା, ରୋଜାଲିନ ଦାସ, ପ୍ରଭାତ କୁମାର ପ୍ରଧାନ, ଯଯାତି ପଟ୍ଟନାୟକ, ସୁଦୀପ ଗଡନାୟକ, ଚନ୍ଦ୍ର କାନ୍ତ ଧଳ ଅମୀୟ ତ୍ରିପାଠୀ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ତୁଟୁନି ବିଜୁଳି ସମସ୍ୟା: ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ
- Post published:June 16, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ
ବଦଳିବ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନର ରୂପରେଖ: ବନ୍ଦେ ଭାରତ ଏକ୍ସପ୍ରେସ ସହ ରାଜ୍ୟରେ ୮୦୦୦ କୋଟିର ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ






