ଅନୁଗୁଳ: ଆଜି ଜିଲ୍ଲା ଭିଜିଲାନ୍ସ ଜାଲରେ ପଡିଛନ୍ତି କିଶୋରନଗର ବ୍ଲକ୍ ର ଜଣେ ବରିଷ୍ଠ କିରାଣି।ଉକ୍ତ କିରାଣୀ ନିତ୍ୟାନନ୍ଦ ଗାଇଗରିଆ ପୂର୍ଣ୍ଣ ଚନ୍ଦ୍ର ଭୁକ୍ତା ନାମକ ଜଣେ କର୍ମଚାରୀଙ୍କ ବକେୟା ଦରମା କରିଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ। ଏଥିରେ ଶ୍ରୀ ଭୁକ୍ତା ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଜାଲ ବିଛେଇ ଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଗାଇ ଗାରିଆ ଙ୍କୁ ଧରିବା ତାଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରଉଚରା କରୁଛନ୍ତି।
ଭିଜିଲାନ୍ସ ଜାଲରେ ବ୍ଲକ୍ କିରାଣୀ
- Post published:December 4, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul