ସ୍ବାଧୀନତା ଦିବସରେ ରକ୍ତଦାନ ଶିବିର

You are currently viewing ସ୍ବାଧୀନତା ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଦାନ ଭବନ ଠାରେ ଅନୁଷ୍ଠିତ ହୋଇଛି। ଶିବିରରେ ଓଡ଼ିଶା ସରକାରଙ୍କ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ଥିଲେ।

Share

Leave a Reply