ଅନୁଗୁଳ : ନର୍ଥ ସେଣ୍ଟ୍ରାଲ ରେଞ୍ଜର ଡିଆଇଜି ଭାବେ ଆଜି ବ୍ରିଜେଶ ରାୟ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୋମବାର ଶ୍ରୀ ରାୟ ତାଳଚେରରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ପରେ ଅନୁଗୁଳ ପିଟିସିର ପ୍ରିନସିପାଲ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।
ନର୍ଥ ସେଣ୍ଟ୍ରାଲ ରେଞ୍ଜର ଡିଆଇଜି ଭାବେ ଦାୟିତ୍ୱ ନେଲେ ବ୍ରିଜେଶ ରାୟ
- Post published:January 9, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul