ଅନୁଗୁଳ ମେଡ଼ିକାଲକୁ ଫ୍ରିଜ ଦାନକଲେ ବ୍ୟବସାୟୀ

You are currently viewing ଅନୁଗୁଳ ମେଡ଼ିକାଲକୁ ଫ୍ରିଜ ଦାନକଲେ ବ୍ୟବସାୟୀ

ଅନୁଗୁଳ: ଅନୁଗୁଳ ସହରର ଅନ୍ୟତମ ବ୍ୟବସାୟୀ ସୀତାରାମ ମଣ୍ଡୋଠିିଆ ଶୁକ୍ରବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଷ ୱାର୍ଡକୁ ଏକ ଫ୍ରିଜ ପ୍ରଦାନ କରିଥିଲେ। ଏହି ସମାରୋହରେ ଏଡିଏମଓ ମେଡ଼ିକାଲ ଡ଼ା ମାନସ ରଂଜନ ବିଶ୍ବାଳଙ୍କ ସମେତ ରୋଟାରିଆନ ଅଶୋକ ମଣ୍ଡୋଠିିଆ, ଡ଼ା ସୌମ୍ୟକାନ୍ତ ବିଶୋଇ, ଷ୍ଟୋର ଫାର୍ମାସିଷ୍ଟ ଅକ୍ଷୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply