କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ: ବଅଁରପାଳରେ ଉତ୍ତେଜନା, ୩ ଘଣ୍ଟା ରାସ୍ତା ଅବରୋଧ
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ବାଇପାସ୍ରେ ଏକ ଦ୍ରୁତଗାମୀ କାର୍ (OD 02 CG 5929) ଧକ୍କାରେ ଜୁରାଗାଡ଼ିଆ ଗ୍ରାମର ସତ୍ୟଜିତ ନାୟକଙ୍କ ମୃତ୍ୟୁ ଘଟିଛି। ସତ୍ୟଜିତ ପରିବା ଆଣିବାକୁ ବଜାର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।…
