ଘରେ ପଶି ସୁନାଗହଣା, ଟଙ୍କା, ମୋବାଇଲ୍ ଫୋନ୍ ଲୁଟ୍
କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଏକଘରିଆ ଗାଁର ହେମନ୍ତ ଦେବତା (୫୬)ଙ୍କ ଘରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଚୋରାଇ ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ପୋଲିସ ଛାନ୍ଭିନ୍ ଚଳାଇଛି।…
କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଏକଘରିଆ ଗାଁର ହେମନ୍ତ ଦେବତା (୫୬)ଙ୍କ ଘରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଚୋରାଇ ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ପୋଲିସ ଛାନ୍ଭିନ୍ ଚଳାଇଛି।…
ଅନୁଗୁଳ: ସମୟ ଆଜି ସନ୍ଧ୍ୟା ସାତଟା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟୋର ଗୋଦାମର ହଟାତ୍ ସାଇରନ ବାଜି ଉଠିଲା। ଏହା ଦେଖି ସିକ୍ୟୁରୀଟି ଗାର୍ଡ ମାନେ ଧାଇଁ ଆସିଲେ। ଗୋଦାମ ତାଲା ପଡ଼ିଥିଲା। ଏହା ପରେ ଷ୍ଟୋର ମୁଖ୍ୟ ଫାର୍ମାସିଷ୍ଟ…
ଅନୁଗୁଳ: ସ୍ଥାନୀୟ କୁମଣ୍ଡ ପଞ୍ଚାୟତର ଚଣ୍ଡୀ ବଜାର ଦେଇ ଯାଇଥିବା ଟ୍ରେନ ଲାଇନ ଉପରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହେଲେ ବାବୁଲି ବେହେରା (୩୨), ସେ ଅନୁଗୁଳ…
ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଏକ ଟାଟା ଏସି ଗାଡିରୁ ଚୋରି ପାଇପ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ସୂଚନା ଯେ, ନିଶା ଶିଳ୍ପାଞ୍ଚଳ ପୋଲିସ ଦିନରେ ପାଟ୍ରୋଲିଂ କରୁଥିବା ସମୟରେ ପରଙ୍ଗ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବାଗଡ଼ିଆ ଗାଁର ଜୟ ସେଠୀ (୫୬) ଅନ୍ୟ ଜଣଙ୍କ ସହ…
ଅନୁଗୁଳ: ସ୍ୱାମୀ ଘରକୁ ପ୍ରବେଶ ପାଇଁ ବାହାରେ ବସିଛନ୍ତି ସ୍ତ୍ରୀ। ସାଙ୍ଗରେ ଅଛି କୁନି ଝିଅ। ଆଜି ସ୍ଥାନୀୟ ବଅଁରପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବଅଁରପାଳ ବ୍ଲକ ନାଲକୋ ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଦୁଃଖ…
ପାଳଲହଡା : ସ୍ଥାନୀୟ ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ ଆଜି ଏକ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପଞ୍ଚମହଲା…
ତାଳଚେର : ତାଳଚେର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଦିଘି ହରିଜନ ବସ୍ତି ବାସିନ୍ଦାଙ୍କୁ ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ ଥଇଥାନର ବ୍ୟବସ୍ଥା ନ କରି ଜୋର ଜବରଦସ୍ତ ସେମାନଙ୍କ ଝୁମ୍ପୁଡ଼ି ଘରଗୁଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଏହି ବସ୍ତି ବାସିନ୍ଦା…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲରେ ହାତୀ ପଲଙ୍କ ଆତଙ୍କ। ଏହି ହାତୀମାନେ ପୁରୀକିଆ, ଅରାହାଟ ଅଞ୍ଚଳରେ ରହିଥିବା ବେଳେ ଆଜି ଦିନ ୩ ଟାରେ ବଉଳିଗଡ଼ ଜଙ୍ଗଲକୁ ଆସିଛନ୍ତି। ତେବେ ହାତୀମାନେ ଫସଲ ନଷ୍ଟ କରି ଦେବେ ବୋଲି…