ସ୍ଵାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଅକ୍ରମଣକରି ୨ ଭାଇ ଗିରଫ
ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ମଙ୍ଗଳବାର ସ୍ଵାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଅକ୍ରମଣ ଅଭିଯୋଗରେ ୨ ଭାଇଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପ୍ରଗତିନଗର ଗାଣ୍ଡୁପଡ଼ିଆରେ ରହିଥିବା ଚମ୍ପେଶ୍ବର ମିର୍ଦ୍ଧା ଓ ସନ୍ତୋଷ ପଧାନଙ୍କ ପରିବାର ମଧ୍ୟରେ…



