ମୁହଁ ଖୋଲିବାରୁ ମାଡ଼: ଅସଦାଚରଣକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ଆକ୍ରମଣ

ଛେଣ୍ଡିପଦା: ମୁହଁ ଖୋଲିବାରୁ ମହିଳାଙ୍କୁ ମାଡ଼। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। ଏହି କାରଣରୁ ପୀଡ଼ିତାଙ୍କୁ ଆକ୍ରମଣ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଆଜି ଅଭିଯୋଗ…

Continue Readingମୁହଁ ଖୋଲିବାରୁ ମାଡ଼: ଅସଦାଚରଣକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ଆକ୍ରମଣ

ସାବଧାନ ଠକ ମାତିଛନ୍ତି

ଅନୁଗୁଳ: ଗତ କିଛିଦିନ ଧରି ଅନୁଗୁଳରେ ବିଭିନ୍ନ ଠକ ବିଭିନ୍ନ ପ୍ରକାରରେ ଲୋକଙ୍କୁ ଠକୁଥିବା ଦେଖିବାକୁ ମିଳୁଛି। ଚେକିଂ ଆଳରେ ଟଙ୍କା ସୁନା ଲୁଟିନେବା, ସାଇବର ଠକେଇ, ଚାକିରୀ ଦେବା ଆଳରେ ଠକେଇ ପରେ ଏବେ ଜାଲି ନୋଟର ରାକେଟ ନେଇ…

Continue Readingସାବଧାନ ଠକ ମାତିଛନ୍ତି

ସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ବନ୍ତଳା : ସ୍ଥାନୀୟ ବନ୍ତଳା ଥାନା ବଡ଼କେରା ପଞ୍ଚାୟତସ୍ଥିତ ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଦଳବେହେରା ସାହିର ରୋହିତ ବେହେରା (୪୦ ) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ରୋହିତ ବେହେରା ବୁଧବାର ରାତିରେ ଘରକୁ…

Continue Readingସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ପେଟ୍ରୋଲ ପମ୍ପ ସାମ୍ନାରେ ବେଆଇନ ଟ୍ରକ ପାର୍କିଂ ଯୋଗୁଁ ଦୁର୍ଘଟଣା, ବାଇକ ଚାଳକ ମୃତ

ଛେଣ୍ଡିପଦା: ବେଆଇନ ପାର୍କିଂ ଯୋଗୁ ଗଲା ନିରୀହ ଜୀବନ। ବୁଧବାର ସ୍ଥାନୀୟ ଛେଣ୍ଡିପଦା ଥାନା ଗୋପୀନାଥପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ଜୀବନ ଯାଇଛି। ଏଠାରେ ବେଆଇନ ଭାବେ କୋଇଲା…

Continue Readingପେଟ୍ରୋଲ ପମ୍ପ ସାମ୍ନାରେ ବେଆଇନ ଟ୍ରକ ପାର୍କିଂ ଯୋଗୁଁ ଦୁର୍ଘଟଣା, ବାଇକ ଚାଳକ ମୃତ

୨ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁରେ ଭଡ଼ାରେ ରହୁଥିବା ଜଣେ ସରକାରୀ କର୍ମଚାରୀଙ୍କ ଏକାଉଣ୍ଟରୁ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ସୂଚନା ମୁତାବକ, ଢ଼େଙ୍କାନାଳ ଜିଲ୍ଲା ଡେପୁଟି ଇଲେକ୍ଟ୍ରିକାଲ ଇନିସପେକ୍ଟର ସୁଧାକର ବେହେରାଙ୍କ…

Continue Reading୨ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଲୁଟେରା

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜୟପଙ୍ଗା ଗାଁର ତ୍ରୀଲୋଚନ ପ୍ରଧାନଙ୍କୁ ପୋଲିସ ମଙ୍ଗଳବାର ସ୍ତ୍ରୀ ହତ୍ୟା ଅଭିଯୋଗରେ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ୧୧ ବର୍ଷ ତଳେ ତ୍ରୀଲୋଚନ କଣଲୋଇ ଗାଁର ମମତା ମାଝୀଙ୍କୁ ବିବାହ କରିଥିଲେ।…

Continue Readingସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଶୌଚ ହେବାକୁ ଯାଇ ଯୋରରେ ବୁଡ଼ି ଗଲା ବୃଦ୍ଧଙ୍କ ଜୀବନ

ଛେଣ୍ଡିପଦା: ସ୍ଥାନୀୟ ଜରପଡା ଥାନା କୁଶକିଳା ଗ୍ରାମର ଜଣେ ବ୍ୟକ୍ତି ଯୋରରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେକେ ଗାଁର ବିଦ୍ୟାଧର ଗୋଚ୍ଛାୟତ(୬୫)। ସୂଚନା ମୁତାବକ, ବିଦ୍ୟାଧର ଆଜି ମଧ୍ୟାହ୍ନରେ ଘର ଠାରୁ ଅଳ୍ପ ଦୂରରେ ଥିବା ସିଂହଡାଯୋରକୁ ଶୌଚ ହେବା…

Continue Readingଶୌଚ ହେବାକୁ ଯାଇ ଯୋରରେ ବୁଡ଼ି ଗଲା ବୃଦ୍ଧଙ୍କ ଜୀବନ

ମଦୁଆ ସାରଙ୍କ ଉନ୍ମତ୍ତ କାଣ୍ଡ! ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ଦେଇ ରୋଷେୟାଙ୍କୁ ତାଲା ପକାଇ ପଳାଇ ଗଲେ ଶିକ୍ଷକ

ଅନୁଗୁଳ: ପିଲାଙ୍କର ଶୀଘ୍ର ଛୁଟି କରି ରୋଷେୟାଙ୍କୁ ତାଲା ପକାଇ ଦେଇ ଛୁ ମାରିଛନ୍ତି ସାର। ବିଶ୍ୱାସ ନ ହେଲେ ବି ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତ ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଏଠାକାର ଶିକ୍ଷକ ଭରତ…

Continue Readingମଦୁଆ ସାରଙ୍କ ଉନ୍ମତ୍ତ କାଣ୍ଡ! ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ଦେଇ ରୋଷେୟାଙ୍କୁ ତାଲା ପକାଇ ପଳାଇ ଗଲେ ଶିକ୍ଷକ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଳା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଖିଣ୍ଡା ଗାଁର ରାଜା ସେଠୀ(୨୦) ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଡ଼ାକଘର ପରିସରରୁ ଶନିବାର ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଡ଼ାକ କର୍ମଚାରୀ ପ୍ରଦୀପ କୁମାର ସାମଲ ଶନିବାର ସକାଳେ ତାଙ୍କ ବାଇକ୍(ଓଡି୧୯-୩୮୭୧)ଟିକୁ କାର୍ଯ୍ୟାଳୟ ପଛପାଖରେ ରଖିଥିଲେ। ଅପରାହ୍ନ ୪ଟାରେ ଆସି…

Continue Readingବାଇକ୍ ଚୋରି ଅଭିଯୋଗ