ରେଳଧାରଣା କଡ଼ରୁ ଛାତ୍ରଙ୍କ ମୃତଦେହ ଜବତ, ଆତ୍ମହତ୍ୟା ସନ୍ଦେହ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ମୃତକ ଛାତ୍ର ହେଲେ ଜରପଡାର କୁମୁଦ ସାହୁଙ୍କ ପୁଅ ଲିକୁନ (୧୩)। ଲିକୁନ୍ ଅଷ୍ଟମ ଶ୍ରେଣୀର ଛାତ୍ର। ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ…
