ସ୍ତ୍ରୀକୁ ନିର୍ଯାତନା, ସ୍ବାମୀ ଗିରଫ
ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଆମ୍ବପାଳ ଗାଁରେ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ପୋଲିସ ସ୍ଵାମୀଙ୍କୁ ଶୁକ୍ରବାର ଗିରଫ କରିଛି। ସୂଚନା ଯେ, ଆମ୍ବପାଳ ଗାଁର ଭ୍ରମର ସାହୁ(୩୭) ୧୨ ବର୍ଷ ତଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ…
ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଆମ୍ବପାଳ ଗାଁରେ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ପୋଲିସ ସ୍ଵାମୀଙ୍କୁ ଶୁକ୍ରବାର ଗିରଫ କରିଛି। ସୂଚନା ଯେ, ଆମ୍ବପାଳ ଗାଁର ଭ୍ରମର ସାହୁ(୩୭) ୧୨ ବର୍ଷ ତଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ…
ଅନୁଗୁଳ : ଅନୁଗୁଳ ସହରର ଦୈନିକ ବଜାରରେ ଗୁରୁବାର ସାମାନ୍ୟ ଘଟଣାରୁ ଜନୈକ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା।ଯେ, ବଜାରରେ ପୂଜା ସାମଗ୍ରୀ ଦୋକାନ କରିଥିବା ହୁଲୁରୁସିଂହାର ପ୍ରଶାନ୍ତ ରଥଙ୍କ…
ଅନୁଗୁଳ: ପୁଅ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ପ୍ରସନ୍ନ ବାରିକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରସନ୍ନ ବାରିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାନ ପୁଅକୁ ପ୍ରି ପ୍ଲାନ ମର୍ଡର କରି…
କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଏକଘରିଆ ଗାଁର ହେମନ୍ତ ଦେବତା (୫୬)ଙ୍କ ଘରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଚୋରାଇ ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ପୋଲିସ ଛାନ୍ଭିନ୍ ଚଳାଇଛି।…
ଅନୁଗୁଳ: ସମୟ ଆଜି ସନ୍ଧ୍ୟା ସାତଟା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟୋର ଗୋଦାମର ହଟାତ୍ ସାଇରନ ବାଜି ଉଠିଲା। ଏହା ଦେଖି ସିକ୍ୟୁରୀଟି ଗାର୍ଡ ମାନେ ଧାଇଁ ଆସିଲେ। ଗୋଦାମ ତାଲା ପଡ଼ିଥିଲା। ଏହା ପରେ ଷ୍ଟୋର ମୁଖ୍ୟ ଫାର୍ମାସିଷ୍ଟ…
ଅନୁଗୁଳ: ସ୍ଥାନୀୟ କୁମଣ୍ଡ ପଞ୍ଚାୟତର ଚଣ୍ଡୀ ବଜାର ଦେଇ ଯାଇଥିବା ଟ୍ରେନ ଲାଇନ ଉପରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହେଲେ ବାବୁଲି ବେହେରା (୩୨), ସେ ଅନୁଗୁଳ…
ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଏକ ଟାଟା ଏସି ଗାଡିରୁ ଚୋରି ପାଇପ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ସୂଚନା ଯେ, ନିଶା ଶିଳ୍ପାଞ୍ଚଳ ପୋଲିସ ଦିନରେ ପାଟ୍ରୋଲିଂ କରୁଥିବା ସମୟରେ ପରଙ୍ଗ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବାଗଡ଼ିଆ ଗାଁର ଜୟ ସେଠୀ (୫୬) ଅନ୍ୟ ଜଣଙ୍କ ସହ…
ଅନୁଗୁଳ: ସ୍ୱାମୀ ଘରକୁ ପ୍ରବେଶ ପାଇଁ ବାହାରେ ବସିଛନ୍ତି ସ୍ତ୍ରୀ। ସାଙ୍ଗରେ ଅଛି କୁନି ଝିଅ। ଆଜି ସ୍ଥାନୀୟ ବଅଁରପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବଅଁରପାଳ ବ୍ଲକ ନାଲକୋ ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଦୁଃଖ…