ରାତି ଅଧିଆ ମା’ ମାହେଶ୍ୱରୀଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ନେଇଗଲେ ଦୁର୍ବୃତ୍ତ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡର ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀଙ୍କ ମନ୍ଦିର ଭିତରେ ଥିବା ଉତ୍ତର ଦ୍ୱାର କବାଟ ତାଡ଼ି ଶୁକ୍ରବାର ରାତିରେ କେହି ହୁଣ୍ଡି ଭାଙ୍ଗି ନେଇଯାଇଛି। ଶନିବାର ସକାଳୁ ମାଳି ସୁବ୍ରତ ବେହେରା ମନ୍ଦିର ମୁଖ୍ୟଦ୍ୱାର ଖୋଲି ଭିତରେ…

Continue Readingରାତି ଅଧିଆ ମା’ ମାହେଶ୍ୱରୀଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ନେଇଗଲେ ଦୁର୍ବୃତ୍ତ

ପାଣିଟାଙ୍କି ପାଇଁ ଲାଗିଥିବା ବାଉଁଶ ପଡ଼ି ଯୁବକ ଗୁରୁତର

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା ବାଘୁଅବୋଲରେ ପାଣି ଟାଙ୍କି ନିର୍ମାଣ ପାଇଁ ଭିଡା ହୋଇଥିବା ବାଉଁଶ ପଡି ଜଣେ ଆହତ ହୋଇଛନ୍ତି। ଆହତ ହେଲେ ସେହି ଗାଁର ଜମ୍ବେଶ୍ୱର ଦେହୁରୀଙ୍କ ପୁଅ ବିଭୂତି (୨୬)। ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନରେ ଗାଁରେ…

Continue Readingପାଣିଟାଙ୍କି ପାଇଁ ଲାଗିଥିବା ବାଉଁଶ ପଡ଼ି ଯୁବକ ଗୁରୁତର

ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ କୁମାର ପୂର୍ଣ୍ଣିମା ଉତ୍ସବରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫକରିଛି। ସୂଚନା ଯେ, ସାନକେରଜାଙ୍ଗ ଗାଁର ସଂଗ୍ରାମ କୁମାର ଦାସ(୨୮) ଗତ ୯ ତାରିଖ…

Continue Readingମରଣାନ୍ତକ ଆକ୍ରମଣ ଘଟଣାରେ ୪ ଯୁବକ ଗିରଫ

ରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଅନୁଗୁଳ : କୋଇଲା ବୋଝେଇ ରେଳ ଡବା ଭିତରୁ କୋଇଲା ସାମ୍ପଲ ଆଣିଥିବା ସମୟରେ ରେଳ ଡବା ଭିତରେ ରହିଯାଇଛନ୍ତି ଶ୍ରମିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଏଠାରେ ନାଲକୋରୁ ତାଳଚେର କୋଇଲା ଆଣିବା ପାଇଁ ଯାଉଥିବା…

Continue Readingରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ରେଳଧାରଣା ନିକଟରୁ ଅଜଣା ବାଇକ୍ ଉଦ୍ଧାର, ମିଳୁନି ମାଲିକର ପତ୍ତା

ଅନୁଗୁଳ: ବଅଁରପାଳ ବ୍ଲକ ପିଙ୍ଗୁଆ ନିକଟ ଦେଇ ଯାଇଥିବା ନାଲକୋ ରେଳ ଲାଇନ ପାଖ ବୁଦା ମୂଳରେ ଏକ ନୀଳ ରଙ୍ଗର ଅଜଣା ପଲସର (ଓଡି୧୯-ଏ-୯୭୫୪) ଲୁଚାଇ ରଖାଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଏନେଇ ଲୋକେ ରେଳ ଲାଇନ ନିକଟରେ ଡିଉଟି…

Continue Readingରେଳଧାରଣା ନିକଟରୁ ଅଜଣା ବାଇକ୍ ଉଦ୍ଧାର, ମିଳୁନି ମାଲିକର ପତ୍ତା

କିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

ଆଠମଲ୍ଲିକ : ଉପଜିଲ୍ଲାପାଳ ତରଣୀ ସୁନା ବୁଧବାର ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗାଁ ବୁଲି କିଡନୀ ରୋଗୀଙ୍କୁ ଭେଟିଥିଲେ। ଏ ଅବସରରେ ସେ ଗୁରୁତର ଧନେଶ୍ୱର ବେହେରା (୪୫)ଙ୍କ ଘରେ ପହଞ୍ଚି ତାଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କାର…

Continue Readingକିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

ଭଉଣୀଙ୍କୁ ମାଡ଼ ମାରି ଭାଇ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଖମଣା ଗାଁରେ ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାଁର ପରମାନନ୍ଦ ନାଏକ । ସୂଚନା ମୁତବାକ, ପରମାନନ୍ଦଙ୍କ ଭଉଣୀ ମିନାକ୍ଷୀ ନାଏକ…

Continue Readingଭଉଣୀଙ୍କୁ ମାଡ଼ ମାରି ଭାଇ ଗିରଫ

ସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ବାହାଳ ସାହିରେ ସାପ କାମୁଡ଼ାରେ ଜଣେ ୯ ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସେହି ଗାଁର ପ୍ରଶାନ୍ତ ଭୁତିଆଙ୍କ ପୁଅ ପ୍ରୀତେଶ। ଗତ ସୋମବାର ରାତିରେ ପ୍ରୀତେଶ ଖାଇ ପିଇ ମା'ଙ୍କ…

Continue Readingସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରେ ଭଡ଼ାଘରେ ଚାଲିଥିବା ଷ୍ଟେଲମେକ୍ ନାମକ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍ ଚୋରି ହୋଇଛି। ଏ ନେଇ ସଂସ୍ଥାର ଦେବାଶିଷ ବାଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ବାଇକ୍(ଓଡି୩୩ଭି୮୨୬୯)ଟି ଘରବାହାରେ ଥୁଆ ହୋଇଥିଲା। ରାତି…

Continue Readingବାଇକ୍ ଚୋରି ଅଭିଯୋଗ

ମୋବାଇଲ ଚୋରକୁ ଧରି ନିର୍ଦ୍ଧୁମ୍ ପିଟିଲେ ଲୋକେ, ଭିଡ଼ରେ ନିୟମିତ କରୁଥିଲା ଲୁଟ୍

ଅନୁଗୁଳ: ପରିବା ମାର୍କେଟରେ ମୋବାଇଲ ଚୋରି କରୁଥିବା ଏକ ଚୋରକୁ ଧରି ନିର୍ଦ୍ଧୁମ୍ ପିଟିଲେ ସ୍ଥାନୀୟ ଲୋକେ। ଏହି ଚୋର ବିଶେଷ କରି ମାର୍କେଟ ଭିତରେ ଭିଡ ଦେଖି ଲୋକଙ୍କ ମୋବାଇଲ ଚୋରି କରୁଥିଲା। ଅଭିଯୁକ୍ତ ହେଉଛି ଅନୁଗୁଳ ନାଖରା ସାହି…

Continue Readingମୋବାଇଲ ଚୋରକୁ ଧରି ନିର୍ଦ୍ଧୁମ୍ ପିଟିଲେ ଲୋକେ, ଭିଡ଼ରେ ନିୟମିତ କରୁଥିଲା ଲୁଟ୍