୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…
ଆଠମଲ୍ଲିକ: ଆଠମଲ୍ଲିକ ସହର ୬୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଭାରତ ପେଟ୍ରୋଲିୟମ କମ୍ପାନୀର ପେଟ୍ରୋଲ ପମ୍ପରେ ଗତ ବୁଧବାର ରାତିରେ ଡକାୟତି ଯୋଜନା ଫସର ଫାଟିଛି। ରାତି ପ୍ରାୟ ୧୧ ଟା ସମୟରେ ଡକାୟତମାନେ କାରରେ ତେଲ ପକାଇବା…
ଛେଣ୍ଡିପଦା: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଉଦ୍ଧାର କରିଛି। ଜରପଡା ପୋଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୪ ତାରିଖ ରାତିରେ ବଡହିଂସରର ଖୁମ୍ବେଶ୍ୱରୀ ପୀଠର…
ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବରଡ଼ିହ ପଞ୍ଚାୟତ ତନଗୋଳାର ସୁକୁଟୁ ଦେହୁରୀ ବୋଲି ଜଣାପଡ଼ିଛି। ସେ ୫ ବର୍ଷ ହେବ ମୁକ୍ତାପୁରରେ ସମ୍ପର୍କୀୟ ବିଧବା…
ଅନୁଗୁଳ: ସ୍ଥାନୀୟ କୁରୁଡୁଲ ଗାଁ ଦେଇ ଯାଇଥିବା ଅନୁଗୁଳ- ସମ୍ବଲପୁର ଟ୍ରେନ ଲାଇନର ରେଳ ଫାଟକ ଭାଙ୍ଗି ଯାଇଛି। ଫଳରେ ଧାରଣାର ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଟ୍ରେନ ଆସୁଥିବାରୁ ରେଳ କର୍ମଚାରୀ ଫାଟକ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡ଼ାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଟି ଗାଈ ପ୍ରାଣ ହରାଇଛନ୍ତି। ଏଲ୍ ଆଇ ପଏଣ୍ଟକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ନିକଟରେ ଥିବା ପାଇପ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ପାଇପରେ ଲାଗି ଦୁଇ ଗାଈଙ୍କ…
ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ବଇଣ୍ଡା ରେଳ ଷ୍ଟେସନ ନିକଟରେ ଜଣେ ମହିଳା ଟ୍ରେନରୁ ପଡି ଗୁରୁତର ହୋଇଛନ୍ତି।ଗୁରୁତର ମହିଳାଙ୍କ ନାଁ ସୁଜାତା ସାହୁ।ତାଙ୍କ ଘର କିଶୋରନଗର ଅଞ୍ଚଳର ତୁରୁଡ଼ା ଗାଁରେ ସପରିବାର ଟ୍ରେନ ଯାତ୍ରା କରୁଥିବା ବେଳେ ଉପରୋକ୍ତ ସ୍ଥାନରେ…
ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ସାଳଖମଣରେ ରବିବାର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ରବିବାର ଅପରାହ୍ନରେ ଦିନ ୧ଟା ବେଳେ କ୍ଷମାନିଧି ପ୍ରଧାନ (୪୫) ଗାଁ ମୁଣ୍ଡରେ ଥିବା ବଡ଼ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଇବା…
ଛେଣ୍ଡିପଦା / ଅନୁଗୁଳ: ସ୍ଥାନୀୟ ଜରପଡ଼ା ଥାନା କୋରଡ଼ାରେ ବିଦ୍ୟୁତ ଆଘାତରେ ଶୁକ୍ରବାର ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ (୩୮)। ସୂଚନା ମୁତାବକ, କୋରଡ଼ାର ପ୍ରମୋଦ ସାହୁଙ୍କ…
ଅନୁଗୁଳ: ଅନୁଗୁଳ ସହରରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ନିରୀହ ରୋଗୀ ଏମାନଙ୍କ ଯୋଗୁଁ ସର୍ବସ୍ୱାନ୍ତ ହେବା ସହ ଗୁରୁତର ହେଉଛନ୍ତି। ଏହି ନକଲି ଡାକ୍ତର ଦଲାଲ ମାନରଖି ରୋଗୀଙ୍କୁ ଅନ୍ୟ ଡାକ୍ତରଙ୍କ କ୍ଲିନିକରୁ ନେଇ ଯାଉଛନ୍ତି।…