ଠାକୁରଙ୍କୁ ବି ଛାଡ଼ିଲେନି: ପୁରୁଣାଗଡ଼ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରର ଦାନ ବାକ୍ସ ଚୋରି
ଛେଣ୍ଡିପଦା/ ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ଥାନା ପୁରୁଣାଗଡ଼ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଶନିବାର ରାତିରେ ଦାନବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ସବୁଦିନ ଭଳି ଶନିବାର ସନ୍ଧ୍ୟାରେ ମନ୍ଦିର ପୂଜକ ସୁରେଶ ମହାପାତ୍ର ସନ୍ଧ୍ୟା…
