Browsing Category
ଘଟଣା ଓ ଦୁର୍ଘଟଣା
ମହିଳାଙ୍କୁ ଟଣାଓଟରା ଅଭିଯୋଗ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅଞ୍ଚଳରେ ୩୨ ବର୍ଷର ଜଣେ ବିବାହିତ ମହିଳାଙ୍କୁ ଜଣେ ବିବାହିତ ଯୁବକ ଅସଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମହିଳା ଜଣକ ଗାଁ ପୋଖରୀକୁ ସୋମବାର…
Read More...
Read More...
ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା
ଅନୁଗୁଳ : ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଯାବଣିଆ ଗାଁରେ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ଘରୋଇ ଗଣ୍ଡଗୋଳରୁ ରବିବାର ରାତିରେ ଗାଁର ଧରଣୀ ନାଏକଙ୍କ ପୁଅ କ୍ଷିତିଷ ନାଏକ(୨୪)…
Read More...
Read More...
ବାଇକ ଧକ୍କାରେ ବୃଦ୍ଧ ମୃତ
ଅନୁଗୁଳ: ସୋମବାର ସକାଳେ ପାଇକ ସାହି ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅଜିତ ସାହୁ ଏବଂ ବୃନ୍ଦାବନ ସାହୁ ଏକ ବାଇକ ଯୋଗେ ଭଗାମୁଣ୍ଡା ରୁ ଖଡରାମୁଣ୍ଡା ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ…
Read More...
Read More...
ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହେଲେ ୩ ଯୁବକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଫୁଲଝରୀ ନିକଟ କୋଡିଏମାଇଲ ହାଟଛକରେ ଗତକାଲି ରାତିରେ ଦୋକାନ ଓ ହୋଟେଲରୁ ଚୋରିକରିବାବେଳେ ୩ ଜଣ ଯୁବକ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଖୁଣ୍ଟରେ ବାନ୍ଧିଥିଲେ। ପୁଲିସ…
Read More...
Read More...
ବସ କାର ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ
ଅନୁଗୁଳ : ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଗାନ୍ଧିମାର୍ଗର ଶିମିଳି ପଡ଼ା ଏକ କାର ବସ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ସୂଚନା ମୁତାବକ, କେନାଲ ପୋଲ ନିକଟରେ ଠିଆ ହୋଇଥିବା ଶ୍ରୀରାମ ବସକୁ ନାଲକୋ ଆଡୁ ଆସୁଥିବା…
Read More...
Read More...
ଯୁବକଙ୍କୁ ହତ୍ୟା ଅଭିଯୋଗ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରୁଗୁଡ଼ିଆପଡ଼ାରେ ଜଣେ ଯୁବକ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରୁଗୁଡ଼ିଆପଡ଼ା ଶଶୁର ଘରେ ଗୁରଙ୍ଗ ଗାଁର ଭିକାରୀ ଓରଫ ନରେନ୍ଦ୍ର ନାଏକ(୨୮)…
Read More...
Read More...
ବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ବାଘୁଅକଟା ଠାରେ ନନ୍ଦିରା ନାଳରେ ଜଣେ ବ୍ୟକ୍ତଙ୍କ କଙ୍କାଳ ଶନିବାର ଠାବ କରାଯାଇଛି। ଏହି କଙ୍କାଳ ଗତ ୧୩ ତାରିଖରେ ବନ୍ୟା ଜଳରେ ଭାସି ଯାଇଥିବା ପାତେଳି ଗାଁର…
Read More...
Read More...
ଚା’ ଦୋକାନରୁ ଚୋରି
ଅନୁଗୁଳ: ଗୁରୁବାର ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତ ଦୋକାନରୁ ଗ୍ୟାସ୍, ପାନ ମସଲା ଓ ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ଚମ୍ପଟ୍ ମାରିଛନ୍ତି। ଏ ନେଇ ଥାନାରେ…
Read More...
Read More...
ଦୁଷ୍କର୍ମ ଉଦ୍ୟମକାରୀ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପୁଲିସ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୧୮ ବର୍ଷର ଜଣେ ବିବାହିତା…
Read More...
Read More...
ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
ଅନୁଗୁଳ: ଶୁକ୍ରବାର ବଡି ଭୋର ସମୟରେ ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତ ବାହାଳ ସାହି ର ଜଣେ ବୃଦ୍ଧ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଗାଁ ର ଶୁକ୍ରୁ ସାହୁ(୭୦) ଘର ଠାରୁ ଅଳ୍ପ ଦୂରରେ ଚଲା ବୁଲା କରୁଥିଲାବେଳେ ହଠାତ ଏକ ଦନ୍ତା…
Read More...
Read More...