ଗାଧୋଇବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଯୁବକ ମୃତ
ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ସାଳଖମଣରେ ରବିବାର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ରବିବାର ଅପରାହ୍ନରେ ଦିନ ୧ଟା ବେଳେ କ୍ଷମାନିଧି ପ୍ରଧାନ (୪୫) ଗାଁ ମୁଣ୍ଡରେ ଥିବା ବଡ଼ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଇବା…



