ଦୁଇ ଶିକାରୀ ଗିରଫ,ବିଦ୍ୟୁତ୍ ତାର ଜବତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ରବିବାର ରାତି ୮ଟା ବେଳେ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ଫାସ ବସାଇଥିବା ବିଦ୍ୟୁତ୍ ତାର ଜବତ କରିଛନ୍ତି । ଛେଣ୍ଡିପଦା ବାନାଞ୍ଚଳ ଅନ୍ତର୍ଗତ କସିଡିହ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ରବିବାର ରାତି ୮ଟା ବେଳେ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ଫାସ ବସାଇଥିବା ବିଦ୍ୟୁତ୍ ତାର ଜବତ କରିଛନ୍ତି । ଛେଣ୍ଡିପଦା ବାନାଞ୍ଚଳ ଅନ୍ତର୍ଗତ କସିଡିହ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବା…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଅମଲାପଡ଼ାରେ ଜଣେ ମହିଳା ଶୋଇବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ଲିପ୍ସାମୟୀ ଦେହୁରୀ (୩୫)। ମହିଳାଙ୍କ ପରିବାର ଲୋକ ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ଲିପ୍ସାମୟୀ ନିଜ ଶୋଇବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବିତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତର…
ଅନୁଗୁଳ: ବ୍ରାଉନ ସୁଗାର ସେବନ କରୁଥିବା ଜଣେ ନିଶାଖୋର ଯୁବକ ନିଜ ବାମ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଛି।ତାଳଚେର ଅଂଚଳର ଜଣେ ଯୁବକ ବ୍ରାଉନ ସୁଗାର ନିୟମିତ ନେଉଥିବା ବେଳେ ଏବେ ପୋଲିସ ଓ ଅବକାରୀ ବିଭାଗର ଘନ…
ଅନୁଗୁଳ: ଆଜି ଦିନ ପ୍ରାୟ ଅଢେଇ ଟା ବେଳେ ଶିମିଳିପଡ଼ା ପଞ୍ଚମୁଖୀ ମାର୍କେଟ ରେ ଥିବା ଏକ ଇଲେକ୍ଟ୍ରିକ ଖୁଣ୍ଟରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଥିଲା। ଏହି ନିଆଁ ପାଖରେ ଥିବା ପୂଜା ମଣ୍ଡପରେ ମଧ୍ୟ ଲାଗି ଯାଇଥିଲା। ତେବେ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…
ଆଠମଲ୍ଲିକ: ଆଠମଲ୍ଲିକ ସହର ୬୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଭାରତ ପେଟ୍ରୋଲିୟମ କମ୍ପାନୀର ପେଟ୍ରୋଲ ପମ୍ପରେ ଗତ ବୁଧବାର ରାତିରେ ଡକାୟତି ଯୋଜନା ଫସର ଫାଟିଛି। ରାତି ପ୍ରାୟ ୧୧ ଟା ସମୟରେ ଡକାୟତମାନେ କାରରେ ତେଲ ପକାଇବା…
ଛେଣ୍ଡିପଦା: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଉଦ୍ଧାର କରିଛି। ଜରପଡା ପୋଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୪ ତାରିଖ ରାତିରେ ବଡହିଂସରର ଖୁମ୍ବେଶ୍ୱରୀ ପୀଠର…
ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବରଡ଼ିହ ପଞ୍ଚାୟତ ତନଗୋଳାର ସୁକୁଟୁ ଦେହୁରୀ ବୋଲି ଜଣାପଡ଼ିଛି। ସେ ୫ ବର୍ଷ ହେବ ମୁକ୍ତାପୁରରେ ସମ୍ପର୍କୀୟ ବିଧବା…
ଅନୁଗୁଳ: ସ୍ଥାନୀୟ କୁରୁଡୁଲ ଗାଁ ଦେଇ ଯାଇଥିବା ଅନୁଗୁଳ- ସମ୍ବଲପୁର ଟ୍ରେନ ଲାଇନର ରେଳ ଫାଟକ ଭାଙ୍ଗି ଯାଇଛି। ଫଳରେ ଧାରଣାର ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଟ୍ରେନ ଆସୁଥିବାରୁ ରେଳ କର୍ମଚାରୀ ଫାଟକ…