ମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଝିଆରୀ ଜ୍ବାଇଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଯେ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ଗାଁର ସୁନିଲ ନାଏକ(୨୭) ୨ ବର୍ଷ ହେବ ଅନୁଗୁଳ ଟାଉନ୍ ଥାନା ଅଞ୍ଚଳରେ…

Continue Readingମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ଶୁକ୍ରବାର ସକାଳେ ଏକ ବାଇକ୍ ଚୋରି ହୋଇଛି। ସୂଚନା ଯେ, ଗାଁର ଆକାଶ ମହାନ୍ତି ସକାଳେ ବଜାରରୁ ପରିବା କିଣି ଘରକୁ ଫେରିଥିଲେ। ଘର ସାମ୍ନାରେ ବାଇକ୍ରଖି ଘରଭିତରକୁ ଯାଇଥିଲେ।…

Continue Readingବାଇକ୍ ଚୋରି ଅଭିଯୋଗ

ଗାଧୋଇବା ବେଳେ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ଅନୁଗୁଳ: ଏନ୍‌ଟିପିସି ଟାଉନ ଥାନା ଅନ୍ତର୍ଗତ ଟୀକିରା ନଦୀର କରଡେଇ ଘାଟ ନିକଟରେ ଗାଧୋଉଥିବା ସମୟରେ ନଦୀରେ ଭାସି ଯାଇ ଜଣେ ବୃଦ୍ଧ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ଗଦାଶିଳା ଗ୍ରାମର ଗୋବିନ୍ଦ ନାଏକ। ସୂଚନା ମୁତାବକ, ନଦୀରେ ଗାଧେଇବା…

Continue Readingଗାଧୋଇବା ବେଳେ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ମୋବାଇ ଚୋରି କରି ନାବାଳକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହାଟରେ ମୋବାଇଲ ଫୋନ୍ ଚୋରି କରୁଥିବା ନାବାଳକକୁ ଶୁକ୍ରବାର ଲୋକେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁଯାୟୀ, ମାମୁରିଆ ଗାଁର ରୋହିତ କୁମାର ସାହୁ ଆଜି ଛେଣ୍ଡିପଦା ହାଟକୁ ଆସିଥିଲେ। ହାଟରୁ କିଛି ଜିନିଷ…

Continue Readingମୋବାଇ ଚୋରି କରି ନାବାଳକ ଗିରଫ

ଗୋଖର ଚୋଟରେ ସାପ ଧରାଳି ଗୁରୁତର

ଅନୁଗୁଳ: ଅନୁଗୁଳ ମଦନମୋହନ ପଡ଼ାର ଜଣେ ସାପ ଧରାଳି ବିଷଧର ଗୋଖର ଚୋଟରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କାଙ୍ଗୁଲା ଗାଁର ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଭାଡ଼ିରେ ଗୋଟିଏ ଗୋଖର ସାପ ପଶିଥିଲା ଖବର ପାଇ ଅନୁଗୁଳରୁ ଶେଖ୍ ରାଜା…

Continue Readingଗୋଖର ଚୋଟରେ ସାପ ଧରାଳି ଗୁରୁତର

ପୁଣି ଯୌତୁକ ନିଆଁରେ ଜଳିଗଲା ଆଉ ଏକ ଜୀବନ, ବଧୂହତ୍ୟା ନେଇ ଅଭିଯୋଗ କଲେ ଝିଅର ବାପଘର

ଅନୁଗୁଳ: ବନ୍ତଳା ଥାନା ଲାଛବନ୍ଧରେ ଆଜି ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର…

Continue Readingପୁଣି ଯୌତୁକ ନିଆଁରେ ଜଳିଗଲା ଆଉ ଏକ ଜୀବନ, ବଧୂହତ୍ୟା ନେଇ ଅଭିଯୋଗ କଲେ ଝିଅର ବାପଘର

ପୋଖରୀରେ ବୁଡ଼ି ଯୁବକ ମୃତ

ଅନୁଗୁଳ : ପୋଖରୀରେ ବୁଡ଼ି ଯୁବକ ମୃତ। ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଜଣାଯାଇଛି। ଗୁରୁବାର ଅପରାହ୍ନରେ ତାଙ୍କ ମୃତ ଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ସାତକୋଶିଆ…

Continue Readingପୋଖରୀରେ ବୁଡ଼ି ଯୁବକ ମୃତ

ଜଳିଗଲା ଚଳନ୍ତା ସ୍କୁଟର, ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ

ଅନୁଗୁଳ: ସ୍ଥାନୀୟ ମହୀଧରପୁର ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗାଁ ନିକଟରେ ଏକ ସ୍କୁଟର ଜଳି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ରମେଶ ବାଗ ଓ ତାଙ୍କ ସ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହୁଛନ୍ତି। ବୁଧବାର ଅପରାହ୍ନରେ ରମେଶ ବାଗ…

Continue Readingଜଳିଗଲା ଚଳନ୍ତା ସ୍କୁଟର, ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ

ଲୁହା ରଡ ଚୋରି ଅଭିଯୋଗରେ ୪ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ବିରେନ୍ ଢ଼ାବା ନିକଟରେ ଏକ ଟ୍ରକରୁ ଲୁହା ରଡ ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏ କବିଶ୍ବସ୍ତ…

Continue Readingଲୁହା ରଡ ଚୋରି ଅଭିଯୋଗରେ ୪ ଜଣ ଗିରଫ

ହତ୍ୟା ଉଦ୍ୟମ କରି ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ଜଣେ ବ୍ୟକ୍ତିଙ୍କୁ ଜୀବନରେ ମାରିଦେବାର ଉଦ୍ୟମକରିଥିବା ଅଭିଯୋଗରେ ପୁଲିସ ବୁଧବାର ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗାଁର ନିଧିଆ ସାମଲ(୩୩)ଙ୍କୁ ସେହି ଗାଁର ଭଗବାନ ସାମଲ ପୂର୍ବ ଶତ୍ରୁତାରୁ…

Continue Readingହତ୍ୟା ଉଦ୍ୟମ କରି ଜଣେ ଗିରଫ