ପକେଟରେ ହାତ ପୂରାଇ ମୋବାଇଲ ନେଇଗଲା ଚୋର, ଜାଣି ବି ପାରିଲେନି ବ୍ୟକ୍ତି; ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ପରିବା କିଣୁ କିଣୁ ମୋବାଇଲ ଚୋରି। ଦୋକାନୀ ସହ କଥା ହୋଇ ପରିବା କିଣିବା ବେଳେ ଅତି ଚତୁରତାର ସହ ଜଣେ ଲୋକ ଆସି ପକେଟରୁ ଚୋରି କରି ନେଇଗଲା ମୋବାଇଲ। ଅନୁଗୁଳ ସହରରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା…

Continue Readingପକେଟରେ ହାତ ପୂରାଇ ମୋବାଇଲ ନେଇଗଲା ଚୋର, ଜାଣି ବି ପାରିଲେନି ବ୍ୟକ୍ତି; ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ସିସିଟିଭିରେ କଏଦ ଆତ୍ମହତ୍ୟାର ଭିଡିଓ

ଅନୁଗୁଳ: ସିସିଟିଭିରେ କଏଦ ହୋଇଛି ଜଣେ ମହିଳାଙ୍କ ଆତ୍ମହତ୍ୟାର ଭିଡିଓ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଶନିବାର ଅପରାହ୍ନରେ ନିଜ ପିନ୍ଧା ଲୁଗାରେ ବେକରେ ଫାଶୀ ଲଗାଇ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି। ଘରେ ସେ ତାଙ୍କର…

Continue Readingସିସିଟିଭିରେ କଏଦ ଆତ୍ମହତ୍ୟାର ଭିଡିଓ

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ: ଆଜି ଭାଲୁ ଆକ୍ରମଣରେ ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗାଁର ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସଂସାର ନାଏକ (୩୩)। ସୂଚନା ଅନୁସାରେ ଆଜି ସକାଳେ କଣିହାଁର ଖୋଲା ଖଣିରେ ଠିକା ଡ୍ରାଇଭର ଭାବେ କାମ…

Continue Readingଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅଟୋ ଉପରେ ଶୁଖିଲା ଗଛ ପଡ଼ି ଗଲା ଖୁଡ଼ି ଜୀବନ, ଅଳ୍ପକେ ବର୍ତ୍ତିଗଲା ଗର୍ଭବତୀ ପୁତୁରା ବୋହୂ

ଅନୁଗୁଳ: ମେଡିକାଲରୁ ଚିକିତ୍ସା ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା। ଅଟୋ ଉପରେ ଗଛର ଶୁଖିଲା ଡାଳ ପଡ଼ିଯିବାରୁ ଜଣେ ମୃତ। ଶୁକ୍ରବାର ପାଳଲହଡ଼ା ବ୍ଲକ୍ ତିଲେଇପଶି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାନୁଯାୟୀ, ଗାଁର କୁନା ପରିଡ଼ା ତାଙ୍କ…

Continue Readingଅଟୋ ଉପରେ ଶୁଖିଲା ଗଛ ପଡ଼ି ଗଲା ଖୁଡ଼ି ଜୀବନ, ଅଳ୍ପକେ ବର୍ତ୍ତିଗଲା ଗର୍ଭବତୀ ପୁତୁରା ବୋହୂ

ସଡ଼କ ଦୁର୍ଘଟଣଶରେ ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ମଠ ଛକଠାରେ ଶୁକ୍ରବାର ଏକ କାର ସହ ବାଇକର ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ମଧ୍ୟାହ୍ନରେ ସାନକେରେଜାଙ୍ଗ ଗ୍ରାମର ଗଜେନ୍ଦ୍ର ନାୟକ ବାଇକ(ଓଡି୧୯ଏନ୍-୮୪୪୦)ରେ ପରା ଗାଁରୁ ନିଜ…

Continue Readingସଡ଼କ ଦୁର୍ଘଟଣଶରେ ଜଣେ ମୃତ

ଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଏକ ଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୁଲିସ। ସୂଚନା ଯେ, ବୁଧବାର କୁଶକିଳା ଗାଁ ନିକଟ ଜଙ୍ଗଲରୁ ୬ଟି ଶାଳ ଗଡ଼ ବୋଝେଇକରି…

Continue Readingଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ

ଠକେଇ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସୁରାବ ଗାଁ ର ପବିତ୍ର କୁମାର ବେହେରା(୪୫)ଙ୍କୁ ଠକେଇ କରିଥିବା ଅଭିଯୋଗ ରେ ପୁଲିସ ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରିଛି। ସୂଚନା ଯେ, ପବିତ୍ର ପ୍ରଧାନନ୍ତ୍ରୀ ଆବାସ ଯୋଜନା ପାଇଁ ଅନୁଗୁଳ ବ୍ଲକ୍ରେ…

Continue Readingଠକେଇ ଅଭିଯୋଗରେ ଯୁବକ ଗିରଫ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ,  ୭ମାସ ତଳେ ନାବାଳିକାଙ୍କୁ କୁମଣ୍ଡ ଗାଣ୍ଡୁପଡ଼ିଆର ରମେଶ ଗୋଛାୟତ(୨୨) ନାମକ ଜଣେ…

Continue Readingନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କୋଇଲା ଚୋରା ଚାଲାଣ ଅଭିଯୋଗରେ ହୋମ ଗାର୍ଡ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ କୋଇଲା ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ଜଣେ ହୋମ ଗାର୍ଡଙ୍କୁ ଗିରଫକରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୮ ତାରିଖରେ ଛେଣ୍ଡିପଦା ଅଞ୍ଚଳରୁ ଏକ ଟ୍ରକ୍ ରେ ପ୍ରାୟ ୮ଟନ୍ ଊର୍ଦ୍ଧ୍ବ ଚୋରା…

Continue Readingକୋଇଲା ଚୋରା ଚାଲାଣ ଅଭିଯୋଗରେ ହୋମ ଗାର୍ଡ ଗିରଫ

ବଲେରୋସହ କେନ୍ଦୁପତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କେନ୍ଦୁପତ୍ର ବୋଝେଇ ବଲେରୋ ଜବତ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ୬୩ ନଂ ଜାତୀୟ ରାଜପଥର ନିଶା ଗାଁଠାରେ…

Continue Readingବଲେରୋସହ କେନ୍ଦୁପତ୍ର ଜବତ