କୋଇଲା ଚୋରା ଚାଲାଣ ଅଭିଯୋଗରେ ହୋମ ଗାର୍ଡ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ କୋଇଲା ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ଜଣେ ହୋମ ଗାର୍ଡଙ୍କୁ ଗିରଫକରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୮ ତାରିଖରେ ଛେଣ୍ଡିପଦା ଅଞ୍ଚଳରୁ ଏକ ଟ୍ରକ୍ ରେ ପ୍ରାୟ ୮ଟନ୍ ଊର୍ଦ୍ଧ୍ବ ଚୋରା…

Continue Readingକୋଇଲା ଚୋରା ଚାଲାଣ ଅଭିଯୋଗରେ ହୋମ ଗାର୍ଡ ଗିରଫ

ବଲେରୋସହ କେନ୍ଦୁପତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କେନ୍ଦୁପତ୍ର ବୋଝେଇ ବଲେରୋ ଜବତ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ୬୩ ନଂ ଜାତୀୟ ରାଜପଥର ନିଶା ଗାଁଠାରେ…

Continue Readingବଲେରୋସହ କେନ୍ଦୁପତ୍ର ଜବତ

୪ ପାଣି ପମ୍ପ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଶିବମନ୍ଦିର ପରିସର ଗୋଦାମ ଗୃହରୁ ୪ଟି (୧୫ ଏଚ୍‌ପି) ପାଣି ପମ୍ପ ଚୋରି ହୋଇଥିବା ଗ୍ରାମ୍ୟ କମିଟି ପକ୍ଷରୁ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। ରେଙ୍ଗାଳି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଡା. ନିରଞ୍ଜନ ସାମଲଙ୍କ…

Continue Reading୪ ପାଣି ପମ୍ପ ଚୋରି

ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆରୋହୀ ଗୁରୁତର

ଅନୁଗୁଳ: ବୁଧବାର ସକାଳେ ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ବାଇକ୍ ସହ ଟ୍ରକ୍ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବାଇକ…

Continue Readingବାଇକକୁ ଧକ୍କା ଦେଲା ଟ୍ରକ, ୨ ଆରୋହୀ ଗୁରୁତର

ବାଇକ୍ ଚୋରୀକୁ ନେଇ ମାଡ଼ପିଟ,୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ବଜାରରେ ଏକ ବାଇକ୍ ଚୋରିକୁ ନେଇ ମାଡ଼ପିଟ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବନ୍ତଳାର ଅଚ୍ୟୁତାନନ୍ଦ ନାଏକଙ୍କ ଏକ ବାଇକ୍ ଚାରି ହୋଇଥିଲା।…

Continue Readingବାଇକ୍ ଚୋରୀକୁ ନେଇ ମାଡ଼ପିଟ,୨ ଗିରଫ

ଚୋରୀ ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସହରର ଡିଆଇସି ଛକରୁ ଘରେ ପଶି ଚୋରି କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ସହରର ଡିଆଇସି ଛକ ନିକଟରେ ରହୁଥିବା ସନ୍ଧ୍ୟାରାଣୀ ଦାଶଙ୍କ ଘର ଭାଙ୍ଗି ଗତ…

Continue Readingଚୋରୀ ଅଭିଯୋଗରେ ୩ ଗିରଫ

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗାଁ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଆଜି ଏକ ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ…

Continue Readingଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଚନ୍ଦନ ଯାତ୍ରା ବେଳେ କାଳ ବୈଶାଖୀ: ବିଦ୍ୟୁତ ଗେଟ୍ ତଳେ ଚାପି ହୋଇ ୫ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ୱରେ ଥିବା ମୁଖ୍ୟ ବିଦ୍ୟୁତ୍ ଚାଳିତ ଗେଟ ଉପୁଡ଼ିପଡିଥିଲା। ଫଳରେ…

Continue Readingଚନ୍ଦନ ଯାତ୍ରା ବେଳେ କାଳ ବୈଶାଖୀ: ବିଦ୍ୟୁତ ଗେଟ୍ ତଳେ ଚାପି ହୋଇ ୫ ଗୁରୁତର

କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

ତାଳଚେର: ତାଳଚେର ବହ୍ଲର ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ଜର ଗୋଟାଳୀ ବୋଲି ଜଣାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଆଜି…

Continue Readingକୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

କୂଅରେ ପଡ଼ି ବୃଦ୍ଧ ମୃତ

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ କୁମ୍ଭାର ସାହି ଗାଁରେ କୂଅରେ ଗଳି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି କୁମ୍ଭାର ସାହିର ପ୍ରାଣବନ୍ଧୁ ଦାସ (୮୦)। ରବିବାର ବିଳମ୍ବିତ ରାତିରେ ସେ କୂଅ ଉପରେ ବସି ପବନ…

Continue Readingକୂଅରେ ପଡ଼ି ବୃଦ୍ଧ ମୃତ