ନିର୍ମାଣାଧୀନ ବିଦ୍ୟୁତ୍ ସଷ୍ଟେସନରୁ ଚୋରି
ଅନୁଗୁଳ: ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ନିକଟ ଗିରିଧିବାସିଆରେ ଏକ ନିର୍ମାଣାଧୀନ ବିଦ୍ୟୁତ୍ ସବଷ୍ଟେସନ୍ରୁ ୬ ଲକ୍ଷରୁ ଅଧିକ ଟଙ୍କାର ଉପକରଣ ଚୋରି ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଗୁପ୍ତା ପାୱାର ନାମକ ଏକ ଠିକାସଂସ୍ଥା ପକ୍ଷରୁ…
ଅନୁଗୁଳ: ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ନିକଟ ଗିରିଧିବାସିଆରେ ଏକ ନିର୍ମାଣାଧୀନ ବିଦ୍ୟୁତ୍ ସବଷ୍ଟେସନ୍ରୁ ୬ ଲକ୍ଷରୁ ଅଧିକ ଟଙ୍କାର ଉପକରଣ ଚୋରି ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଗୁପ୍ତା ପାୱାର ନାମକ ଏକ ଠିକାସଂସ୍ଥା ପକ୍ଷରୁ…
ଅନୁଗୁଳ: ବାପ-ପୁଅଙ୍କୁ ହତ୍ୟା ଧମକ ଦେଇ ଘରବାଡ଼ିରେ ପାର୍କିଂ ହୋଇଥିବା ଏକ ପିକଅପ୍ ଭ୍ୟାନ୍ ଲୁଟିନେଇଛନ୍ତି ଦୁର୍ବୃତ୍ତ । ରାତି ସାରା ଗୋଡ଼ାଇ ବିଫଳ ହେବା ପରେ ଶନିବାର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ। ଗତ ବିଳମ୍ବିତ ରାତିରେ…
ଅନୁଗୁଳ: ନିଶାସକ୍ତ ଅବସ୍ଥାରେ ବସ୍ ଚଳାଇବା ଡ୍ରାଇଭର ପାଇଁ ମହଙ୍ଗା ପଡ଼ିଛି। ପୁଲିସ ହାବୁଡ଼ରେ ପଡ଼ି ଗିରଫ ହେବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଡ୍ରାଇଭର କୁଲାଡ଼ ଗ୍ରାମର ସୂର୍ଯ୍ୟଦେବ ଅମାନ୍ତ(୩୦)ଙ୍କୁ ଗିରଫ କରି ପୁଲିସ ଜାମିନରେ ଛାଡ଼ିଥିବା…
ଅନୁଗୁଳ: ନାଲକୋନଗର ଥାନା କାଣ୍ଡଶର ଆଇଓବି ଶାଖା ନିକଟରେ ଥିବା ଗୋଲଖ ସାହୁଙ୍କ ପାନଦୋକାନ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ପୋଡ଼ିଯାଇଛି । ଗୋଲଖ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଏଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ…
ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ମୋବାଇଲ ଲୁଟେରା । ଦିନ ତମାମ୍ ସହରରେ ପଇଁତରା ମାରି ଲୋକଙ୍କ ହାତରୁ ମୋବାଇଲ ଝାମ୍ପି ନେଉଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ପୂର୍ବାହ୍ନରେ ମୋବାଇଲ୍ ଲୁଟ୍ କରୁଥିବା ବେଳେ ଜଣେ ନାବାଳକ ଧରାପଡ଼ିଛି । ସମ୍ପୃକ୍ତ…
ଅନୁଗୁଳ:ଚାକିରି କରାଇଦେବା ନାଁରେ ବିଭିନ୍ନ ଅଞ୍ଚଳରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ କୋଲିୟରୀ ଥାନା ପୁଲିସ ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ, ନାଲକୋ ଥାନା ଇଲାକା କୁଲାଡ ଗ୍ରାମର ଶାନ୍ତନୁ…
ତାଳଚେର: ବିଶ୍ବାସରେ ବିଷ । ସାହାଯ୍ୟ କରିବା ଆଳରେ ଲୁଟିଲେ । ଏଟିଏମ୍ କାର୍ଡ଼ ବଦଳାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଉଠାଇ ନେଲେ ୩୦ ହଜାର ଟଙ୍କା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।…
ଅନୁଗୁଳ: ସହର ଉପକଣ୍ଠ ଛେଳିଆପଡ଼ାର ପୁଲିସ୍ ରିଜର୍ଭ ବାରାକ ନିକଟ ଏକ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଜଣେ ଦୁର୍ବୃତ୍ତ ମାଟି ଖୋଳି ଦୋକାନରେ ପଶିବା ପରେ ଦୋକାନରୁ ନଗଦ ଟଙ୍କା ସହ ବହୁ ଜିନିଷପତ୍ର ଲୁଟି ନେଇଛି…
ଅନୁଗୁଳ: ଅସୁରକ୍ଷିତ ହୋଇ ପଡ଼ିଛି ଅନୁଗୁଳ ସହର । ଚୋରି, ଛିନ୍ତାଇ ବୃଦ୍ଧି ପାଇବା ସହ ବେଲଗାମ ହୋଇଛି ଅସାମାଜିକ କାର୍ଯ୍ୟକଳାପ । ଗୁରୁବାର ସକାଳେ ଏସ୍ପିଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି । ଜଣେ ଦୁର୍ବୃତ୍ତ…
ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ପୁଲିସ୍ର ଢିଲାପଣ ପାଇଁ ନିର୍ବିଘ୍ନରେ ଅପରାଧ ଘଟାଉଛନ୍ତି । ଗତ ୧୪ ତାରିଖ ରାତିରେ ବଲଣ୍ଡା ଠାରେ ଜଣେ ଯୁବକ ଲୁଟପାଟର ଶିକାର୍ ହୋଇଥିଲେ । ଦୁଇ ଜଣ ଦୁର୍ବୃତ୍ତ…