ଗ୍ୟାରେଜ୍‌ରେ ଥିବା କାର୍ ଜଳିଗଲା

ଅନୁଗୁଳ: ତାଳଚେର ସହରରେ ଘର ଗ୍ୟାରେଜରେ ଥିବା ଏକ କାର ବିଳମ୍ବିତ ରାତ୍ରିରେ ଜଳି ଯାଇଥିବାର ଜଣାପଡ଼ିଛି । କାରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇ ଗ୍ୟାରେଜଟି ଧୂଆଁମୟ ହୋଇଉଠିଥିଲା । ପ୍ରକାଶ ଯେ, ସହରର ଅମଲାପଡ଼ାରେ ରହୁଥିବା ନାଲକୋ କର୍ମଚାରୀ ଦିଲ୍ଲୀପ…

Continue Readingଗ୍ୟାରେଜ୍‌ରେ ଥିବା କାର୍ ଜଳିଗଲା

ବାଇକ୍ ସହ ୬୮ ଲିଟର ମଦ ଜବତ, ୪ ଗିରଫ

ଅନୁଗୁଳ: ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତାଳଚେର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୬୮ ଲିଟର ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ଗ୍ରାମର ପ୍ରଦୀପ…

Continue Readingବାଇକ୍ ସହ ୬୮ ଲିଟର ମଦ ଜବତ, ୪ ଗିରଫ

ଯୌତୁକ ନିର୍ଯାତନା; ସ୍ବାମୀ, ଶ୍ଵଶୁରଙ୍କ ନାଁରେ ମାମଲା

ଅନୁଗୁଳ: ବଅଁରପାଳ ଥାନା ବଉଳିଗଡ଼ ଗ୍ରାମର ତେଜସ୍ବିନୀ ସାହୁ (୨୯)ଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି । ବାପଘରୁ ଅଧିକ ଟଙ୍କା, ଗାଡ଼ି ଆଣିବାକୁ ବାଧ୍ୟ କରି ଶ୍ବଶୁର ଘର ଲୋକ ତେଜସ୍ୱିନୀଙ୍କୁ ମାନସିକ ଓ…

Continue Readingଯୌତୁକ ନିର୍ଯାତନା; ସ୍ବାମୀ, ଶ୍ଵଶୁରଙ୍କ ନାଁରେ ମାମଲା

ଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟପାଟ୍

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଇଲାକାରେ ମାତିଛନ୍ତି ଦୁର୍ବୃତ୍ତ । ଶନିବାର ରାତିରେ ବଲଣ୍ଡା ଠାରେ ଜଣେ ଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟିଛନ୍ତି ଦୁର୍ବୃତ୍ତ । ତାଙ୍କ ଠାରୁ ମୋବାଇଲ, ଟଙ୍କା ସହ ଏଟିଏମ୍ କାର୍ଡ଼ ଲୁଟି ଚମ୍ପଟ ମାରିଛନ୍ତି…

Continue Readingଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟପାଟ୍

ବ୍ୟାଙ୍କ ଠକେଇ, ଜଣେ ଗିରଫ

ଅନୁଗୁଳ: ବ୍ୟାଙ୍କକୁ ଠକି ଋଣ ନେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୀରେନ୍ଦ୍ର କୁମାର ସାହୁ। ତାଙ୍କ ଘର ବଅଁରପାଳ ବ୍ଳକ୍ ଗୋତମରା ଗ୍ରାମରେ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ ବୀରେନ୍ଦ୍ର…

Continue Readingବ୍ୟାଙ୍କ ଠକେଇ, ଜଣେ ଗିରଫ

ବିଜୁ ମଇଦାନରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ବାଇକ୍ ଚୋର । ବାଇକ ଉପରୁ ସାମାନ୍ୟ ନିଜର ହଟିଲେ ହୋଇଯିବ ଗାଏବ୍। ଅନୁଗୁଳ ବିଜୁ ମଇଦାନ ସାମ୍ନାରୁ ଶନିବାର ସନ୍ଧ୍ୟାରେ ଏକ ବାଇକ୍‌ ଚୋରି ହୋଇଛି । ବାଇକ୍ ମାଲିକ ସୁବ୍ରତ କୁମାର ନାଏକ…

Continue Readingବିଜୁ ମଇଦାନରୁ ବାଇକ୍ ଚୋରି

ବିଦ୍ୟୁତ୍ ଗ୍ରନ୍ସଫର୍ମର ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି ଟ୍ରାନ୍ସଫର୍ମର ଚୋରି । ଗତ ମାସକ ମଧ୍ୟରେ ଏକ ଡଜନରୁ ଅଧିକ ଟ୍ରାନ୍ସଫର୍ମର ଚୋରି ହୋଇ ସାରିଲାଣି । ପୁଲିସ୍ ଏହି ଚୋରଙ୍କ ଟେର୍ ପାଉନଥିବା ବେଳେ ଗୁରୁବାର ରାତିରେ ନିଶା…

Continue Readingବିଦ୍ୟୁତ୍ ଗ୍ରନ୍ସଫର୍ମର ଚୋରି

ଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍

ଅନୁଗୁଳ: କଣିହାଁ ଥାନା ଡେରେଙ୍ଗ ଜେଆଇଟିପିଏଲ ଫାଟକ ସମ୍ମୁଖରେ ଶନିବାର ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କୋଇଲା ଟ୍ରକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସେ ଜରିପାଲ ସାଇଜ କରୁଥିବାବେଳେ ଦ୍ରୁତଗତିରେ…

Continue Readingଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍

୧୦ ବର୍ଷ ପରେ ନିଖୋଜ ଛାତ୍ର ଉଦ୍ଧାର

ଅନୁଗୁଳୁ: ୨୦୧୧ ମସିହାରେ ଗାଁ’ ଛାଡ଼ି ପଳାଇ ଯାଇଥିବା ବଅଁରପାଳ ଥାନା ଇଲାକାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୁଲିସ । ସେଦିନର ଛାତ୍ର ଆଜି ୨୪ ବର୍ଷର ଯୁବକ। ନିୟମାନୁଯାୟୀ ଶନିବାର ସଂପୃକ୍ତ ଯୁବକଙ୍କୁ ପୁଲିସ…

Continue Reading୧୦ ବର୍ଷ ପରେ ନିଖୋଜ ଛାତ୍ର ଉଦ୍ଧାର

ମଦ ଦୋକାନରୁ ଲୁଟ ଘଟଣା; ୨ ଅଭିଯୁକ୍ତ ଗିରଫ

ଅନୁଗୁଳ‌: ନାଲକୋ ଥାନା ଅନ୍ତର୍ଗତ ଶିଶୁ ହାଟିଂ ଠାରେ ଥବା ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଦୋକାନ ଲୁଟ ଘଟଣାର ୨ ଅଭିଯୁକ୍ତଙ୍କୁ ପୁଲିସ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଫେବୃଆରି ୪ ତାରିଖରେ ଶିଶୁ ହାଟିଂର…

Continue Readingମଦ ଦୋକାନରୁ ଲୁଟ ଘଟଣା; ୨ ଅଭିଯୁକ୍ତ ଗିରଫ