ଦିନ ଦ୍ବିପ୍ରହରରେ ମଦ୍ୟପଙ୍କ ଆତଙ୍କ, ମାଡ଼ ମାରି ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍
ଅନୁଗୁଳ: ଦିନ ଦ୍ବିପ୍ରହରରେ ଅନୁଗୁଳରେ ମଦ୍ୟପଙ୍କ ଆତଙ୍କ। ମାଡ଼ ମାରି ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍। ଆଜି ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପୁରୁଣାକୋଟ ଥାନା ଲଇମୁଣ୍ଡା ଗାଁର ସଦାଶିବ ବେହେରା ତାମ୍ରିତ୍ କଲୋନୀରେ ଏକ…
