ସର୍ଭିସିଂ ବେଳେ ରାମ୍ପରୁ ଖସିପଡିଲା କାର
ଅନୁଗୁଳ: ଅନୁଗୁଳ ସହର ମାଛ ମାର୍କେଟ ଅଞ୍ଚଳରେ ଏକ ସର୍ଭିସିଂ ସେଣ୍ଟରରେ ଏକ ଅଘଟଣ ଘଟିଛି। ସର୍ଭିସିଂ ସମୟରେ ଏକ କାର ରାମ୍ପ ଉପରୁ ଖସିପଡିଥିବା ଜଣାପଡିଛି। ସୂଚନା ଯେ, ବୁଧବାର ଅପରାହ୍ନ ସମୟରେ ମାଛ ମାର୍କେଟ ନିକଟରେ ରହିଥିବା ଏକ…
ଅନୁଗୁଳ: ଅନୁଗୁଳ ସହର ମାଛ ମାର୍କେଟ ଅଞ୍ଚଳରେ ଏକ ସର୍ଭିସିଂ ସେଣ୍ଟରରେ ଏକ ଅଘଟଣ ଘଟିଛି। ସର୍ଭିସିଂ ସମୟରେ ଏକ କାର ରାମ୍ପ ଉପରୁ ଖସିପଡିଥିବା ଜଣାପଡିଛି। ସୂଚନା ଯେ, ବୁଧବାର ଅପରାହ୍ନ ସମୟରେ ମାଛ ମାର୍କେଟ ନିକଟରେ ରହିଥିବା ଏକ…
ଅନୁଗୁଳ: ଧମକ ଦେଇ ବାଇକ ଓ ମୋବାଇଲ ଛଡାଇ ନେବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ତାରିଣୀ ପ୍ରସାଦ ବିଶ୍ବାଳ, ବଳରାମ ସାହୁ, ଟୁକୁନା ବେହେରା ଓ ଆକାଶ ନାଏକ। ସୂଚନା…
ଅନୁଗୁଳ: ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାଲକୋ ସ୍ପୋନ୍ସସର୍ଡ ଏଲ ଏ.ପି./ଆଇ.ଟି.ଆଇ (୧୯)କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ସାଧାରଣ ସମ୍ପାଦକ। ଆଜି ଅନୁଗୁଳ ଥାନାରେ ସେ ଅଭିଯୋଗ କରିଛନ୍ତି, ପ୍ରାୟ ୧୮୨ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଚାରଖମଣ ଗ୍ରାମର ଅମ୍ବୁଜଙ୍କ ଘରୁ ୬ ଲିଟର ଦେଶୀ ମଦ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ବଇଣ୍ଡା ବୈଷ୍ଣବସାହିର ପ୍ରମୋଦ କୁମାର ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ଉଦ୍ଧାରକାରୀ ଟିମ୍ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି। ସୂଚନା ମୁତାବକ, ଏକ ନାଗ…
ଅନୁଗୁଳ: ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ। ଏନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା'। ସ୍ଥାନୀୟ ପାପସରା ଗ୍ରାମର ସୁବାସିନି ସାହୁ (୩୦) ଙ୍କୁ ତାଙ୍କ ସ୍ଵାମୀ ପଳଉ ପ୍ରଧାନ ଯୌତୁକ ପାଇଁ ଟାଙ୍ଗିଆରେ ହାଣି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେବଥିବା ବସ୍ ଷ୍ଟାଣ୍ଡ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ସୋମନାଥ ସାହୁ। ସୂଚନା ଅନୁଯାୟୀ, ବାଲିପଶି ପଞ୍ଚାୟତ ଅନ୍ଧାରି ଗାଁର ସୋମନାଥ ସାହୁ…
ଅନୁଗୁଳ: ଗୋଚାଲାଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ମାନେ ହେଲେ କୋଶଳା ଚନ୍ଦନନଗର ଗ୍ରାମର ଦେବରାଜ ବେହେରା ଓ କୋଶଳା ତଳସାହିରେ ପ୍ରଶାନ୍ତ ବେହେରା। ସୂଚନା ଅନୁଯାୟୀ,…
ଅନୁଗୁଳ: ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ରାଧାରମଣପଡ଼ାର ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଅନିଲ କୁମାର ନାଏକ(୨୫)। ତାକୁ ୫ ହଜାର ଟଙ୍କା ଜରିମାନା କରିବା ସହ ୧୫ ଦିନ ପାଇଁ…
ଅନୁଗୁଳ: ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗରେ ଅନୁଗୁଳ ପୁଲିସ କିରଣ କୁମାର ନାହାକ(୩୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାର୍ଚ୍ଚରେ ସୋମନାଥପୁରର ରାକେଶ କୁମାର ସ୍ବାଇଁ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ…