ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ପରଲୋକ
ଅନୁଗୁଳ: ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ୨୦୧୨ରୁ ଅବସର ଗ୍ରହଣ ପରେ ସେ ନିଜ ଗାଁ ଖାଲଗାଁକୁ ଫେରି…
ଅନୁଗୁଳ: ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ୨୦୧୨ରୁ ଅବସର ଗ୍ରହଣ ପରେ ସେ ନିଜ ଗାଁ ଖାଲଗାଁକୁ ଫେରି…
ଅନୁଗୁଳ: ମଣିପୁରମ୍ ଫାଇନାନ୍ସରୁ ଚାଲାକି କରି ସୁନା ନେଇ ଚମ୍ପଟ ମାରିଥିବା ଅନୁଗୁଳ ଅମଲାପଡ଼ାର ମାନସ ମିଶ୍ର(୪୮)ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁସାରେ, ଅନୁଗୁଳ ଟାଉନ ଶଙ୍କର ସିନେମା ରୋଡରେ ଥିବା ମଣିପୁରମ୍ ଫାଇନାନ୍ସରେ ସୁନା ନିଲାମ…
ଅନୁଗୁଳ: ଇନଷ୍ଟାଗ୍ରାମରେ ଜୈନିକ ମହିଳାଙ୍କୁ ଅଶୀଳ କମେଣ୍ଟ ଦେବାରୁ ତୁମୁଳ କାଣ୍ଡ ଘଟିଛି। ମଙ୍ଗଳବାର ଅପରାହ୍ନରେ ଅନୁଗୁଳ ସହର ଲକ୍ଷ୍ମୀବଜାରେ ଥିବା ଏକ ଲେଡିଜ କର୍ଣ୍ଣରରେ ସାମାଜିକ ଗଣମାଧ୍ୟମରେ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପାଟିତୁଣ୍ଡ ଏପରି ହୋଇଥିଲା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛି। ସମଲ ଗ୍ରାମର ହଗୁରୁ ସାମଲ (୨୭)ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲା। ଅତ୍ୟଧିକ ମଦ୍ୟ ପାନ…
ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଗାଁର କରୁଣାକର ସାହୁ(୫୮)। ସୂଚନା ଯେ ଅପରାହ୍ନରେ କରୁଣାକର ବାଡି ପଟେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜଳତାପ ଗାଁରେ ବନ୍ଧୁକ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଅପହରଣ କରି ମାରପିଟ କରାଯାଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ, ଜଳତାପ ଗାଁର ଧୂଳିଆ ଗଡ଼ନାୟକ କୋଶଳାରେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି।…
ଅନୁଗୁଳ: ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ପୋଲିସ। ଗିରଫ ବାପା-ପୁଅ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଭାଗୀରଥି ମହାରଣା ଓ ତାଙ୍କ ପୁଅ ପିଙ୍କୁ ମହାରଣା। ଉଭୟେ ଚନ୍ଦନ କାଠ ଚୋରି କରି…
ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପବିତ୍ରପୁର ପଞ୍ଚାୟତ ସନବାଗଦାରୀ ଗାଁ ନଦୀ ପଠାରେ ଏକ ଅଜଣା ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ମୃତଦେହଟି…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଲଙ୍ଗୁଳିଆବେଡା ଗାଁ ମୁଣ୍ଡରେ ଥିବା ଏକ ଗ୍ୟାରେଜ ଓ ଟେଣ୍ଟହାଉସରୁ ସୋମବାର ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ମାନେ ଚୋରୀ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରମୋଦ କୁମାର…
ଅନୁଗୁଳ: ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଶାନ୍ତିଲତା ସାହୁ (୫୦)। ମଙ୍ଗଳବାର ମଧ୍ୟାହ୍ନରେ ଶାନ୍ତିଲତା ଗୋରୁଙ୍କୁ ଖାଇବା ଦେବା ପାଇଁ ପାଳଗଦାରୁ ପାଳ କାଢ଼ିଲା ବେଳେ…