ଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପାତ୍ରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଲିପନ କୁମାର ବେହେରାଙ୍କ ବିରୋଧରେ ମଦ୍ୟପାନ ଅବସ୍ଥାରେ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ…

Continue Readingଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ଘର ଭିତରୁ ନାଗ ସାପ ଉଦ୍ଧାର

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଧୀନ ଘନପୁର ଗ୍ରାମର ଦେବେନ୍ଦ୍ର ସାହୁଙ୍କ ଘରୁ ବୁଧବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ବାହାର ଅଞ୍ଚଳରୁ ଏକ ନାଗ ସାପ ଦେବେନ୍ଦ୍ରଙ୍କ ଘର ଭିତରେ ପଶିଥିଲା ଓ ମାଟିଘର…

Continue Readingଘର ଭିତରୁ ନାଗ ସାପ ଉଦ୍ଧାର

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ: ମାମଲା ରୁଜୁ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଶାଳବଣୀସାହିର ସୁନିତା ବେହେରା ତାଙ୍କ ସ୍ୱାମୀ ହାଡ଼ିବନ୍ଧୁ ଶଙ୍ଖାରୀଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ କରିଛନ୍ତି। ମଙ୍ଗଳବାର ହଣ୍ଡପା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ନମ୍ବର ୩୪୫/୨୫ ରୁଜୁ କରିଛି।…

Continue Readingପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ: ମାମଲା ରୁଜୁ

ବାଗଡିଆ ସମବାୟ ସମିତିରେ ସାର ଅଭାବ ନେଇ ଉତ୍ତେଜନା, ଚାଷୀଙ୍କ ତାଲାବନ୍ଦ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ବାଗଡିଆ ସେବା ସମବାୟ ସମିତିରେ ୟୁରିଆ ସାର ଅଭାବ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ସକାଳୁ ଶହଶହ ଚାଷୀ ଆଧାର କାର୍ଡ ସହ ଲାଇନରେ ଅପେକ୍ଷା କରିଥିଲେ, କିନ୍ତୁ ୭୦୦ ବସ୍ତା ସାର ଆସିଥିବା ବେଳେ ୧୫୦୦ରୁ…

Continue Readingବାଗଡିଆ ସମବାୟ ସମିତିରେ ସାର ଅଭାବ ନେଇ ଉତ୍ତେଜନା, ଚାଷୀଙ୍କ ତାଲାବନ୍ଦ

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅନୁଗୁଳ: ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର। ସୌଭାଗ୍ୟବଶତଃ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ତୁବେ ଗାଁ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ,…

Continue Readingଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଦୁଇ ଶିକାରୀ ଗିରଫ: ବନ୍ଧୁକ ସମେତ ମାରଣାସ୍ତ୍ର ଜବତ

ଅନୁଗୁଳ: ଗତ ୧୨ ତାରିଖ ରାତି ୯ଟା ସମୟରେ ଧଣ୍ଡାତୋପା ଓଭରପାସ୍ ନିକଟରେ ବିଶ୍ୱସ୍ତ ସୂଚନା ଆଧାରରେ ରେଞ୍ଜ ଅଫିସର ବବ୍ରୁବାହନ ସାହୁ, ଜଙ୍ଗଲ କର୍ମଚାରୀ ଓ ପୋଲିସର ମିଳିତ ଚଢ଼ାଉରେ ଦୁଇ ଶିକାରୀ ସୁଶାନ୍ତ ପ୍ରଧାନ (ବ୍ରାହ୍ମଣୀପାଲି) ଓ ଧୋବେଇ…

Continue Readingଦୁଇ ଶିକାରୀ ଗିରଫ: ବନ୍ଧୁକ ସମେତ ମାରଣାସ୍ତ୍ର ଜବତ

କଣିହାଁରୁ ୨୦ ଶାଳ ଗଣ୍ଡି ଜବତ

ଅନୁଗୁଳ: ଗତ ୯ ତାରିଖ ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣିହାଁ -୨ ଷ୍ଟାଫଙ୍କ ସହ ରେଞ୍ଜ ଅଫିସର ଝାରବେରଣି ଆଦର୍ଶ ସ୍କୁଲ ପାଖ ଛେମୁଣ୍ଡିଆ ତୈଳା ନିକଟରେ  ଚଢାଉ କରି ଏକ ଘରୋଇ ଜମିରେ ୨୦ ଟି ଶାଳ…

Continue Readingକଣିହାଁରୁ ୨୦ ଶାଳ ଗଣ୍ଡି ଜବତ

ଚଳନ୍ତା ଗାଡିର ଫାଟିଲା ଚକା: ପ୍ରଚଣ୍ଡ ଶବ୍ଦ ଶୁଣି ଧାଇଁଲେ ଯାତ୍ରୀ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହି ମିନିବସ ଅନୁଗୁଳ ସହରରୁ ବନ୍ତଳା ଅଭିମୁଖେ ଯାଉଥିବା ବେଳେ ଚକା ଫାଟିଯାଇଥିଲା। ଗାଡ଼ିରେ ବସିଥିବା ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣି ଇତସ୍ତତଃ ହୋଇ ଗାଡିରୁ ଓଲେହି ଧାଇଁଥିଲେ। ଏହି…

Continue Readingଚଳନ୍ତା ଗାଡିର ଫାଟିଲା ଚକା: ପ୍ରଚଣ୍ଡ ଶବ୍ଦ ଶୁଣି ଧାଇଁଲେ ଯାତ୍ରୀ

କୁକୁର ମୁହଁରୁ ହରିଣଶାବକ ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ମୁଣ୍ଡାସାହିରୁ ଏକ କ୍ଷତାକ୍ତ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ରବିବାର ସକାଳେ ହରିଣ ଛୁଆକୁ କୁକୁର ଗୋଡ଼ାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଖିଣ୍ଡା ସେକ୍ସନ ଟିମ୍ ତୁରନ୍ତ ପହଞ୍ଚି…

Continue Readingକୁକୁର ମୁହଁରୁ ହରିଣଶାବକ ଉଦ୍ଧାର

ଜଳିଗଲା ଚଳନ୍ତା ଗାଡ଼ି, ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ

ଅନୁଗୁଳ: ଜଳିଗଲା ଚଳନ୍ତା ଗାଡ଼ି। ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ସିପିପି ପ୍ଲାଣ୍ଟକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ସୂଚନା ଅନୁସାରେ ଶନିବାର ଅପରାହ୍ନ ଚାରିଟା…

Continue Readingଜଳିଗଲା ଚଳନ୍ତା ଗାଡ଼ି, ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ