ଦୁଇ ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ, ୫ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରୁ ବେଆଇନ୍‌ ଭାବେ ସ୍କ୍ରାପ୍‌ ଲୁହା ବୋଝେଇ ଅନୁଗୁଳ ଯାଉଥିବା ଦୁଇଟି ଗାଡ଼ିକୁ ମଶୁଣିହତା ଗ୍ରାମ ନିକଟରୁ ପୋଲିସ୍‌ ଜବତ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

Continue Readingଦୁଇ ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ, ୫ ଗିରଫ

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ଅପହରଣ ମାମଲାରେ ମାନସ ନାଏକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣେ ଟ୍ୟୁସନ ସାରି ରାତି ୮ଟା ସମୟରେ…

Continue Readingନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜାତୀୟ ରାଜପଥ ପିଟିସି ଠାରେ ଗୁରୁବାର ପୂର୍ବାହ୍ନରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଆଠମଲ୍ଲିକ ଅଞ୍ଚଳର…

Continue Readingଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

ପାରିବାରିକ କଳହ ପରେ ବୃଦ୍ଧଙ୍କ ଆତ୍ମହତ୍ୟା ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୋଡ଼ାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରୁ ୬୫ ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଝୁଲନ୍ତା ମୃତଦେହ ଛେଣ୍ଡିପଦା ପୋଲିସ ଉଦ୍ଧାର କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି, ଗତ ସୋମବାର ପାରିବାରିକ କଳହ ପରେ ପୂର୍ଣ୍ଣଚନ୍ଦ୍ର…

Continue Readingପାରିବାରିକ କଳହ ପରେ ବୃଦ୍ଧଙ୍କ ଆତ୍ମହତ୍ୟା ସନ୍ଦେହ

ଅଣ୍ଡା ଲୁଟ ଘଟଣାରେ ଆଉ ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧.୫୧ ଲକ୍ଷ ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ବୁଧବାର ଆଉ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ଅଣ୍ଡା ବ୍ୟବସାୟୀ ଏସ.କେ.…

Continue Readingଅଣ୍ଡା ଲୁଟ ଘଟଣାରେ ଆଉ ୨ ଗିରଫ

ଚୋରି ମାମଲାରେ ଯୁବକ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧୀନ ପଥରମୁଣ୍ଡା ପାଣିଟାଙ୍କି ନିକଟ ଓସିସ କଲୋନୀରେ ଚୋରି ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖମାର ଥାନା ଅଂଚଳର କରଡ଼ାଖମନ ଗ୍ରାମର ପପୁ ବିଶ୍ୱାଳ (୩୮)।…

Continue Readingଚୋରି ମାମଲାରେ ଯୁବକ ଗିରଫ

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଇନୋଭା କାର,ଚାଳକ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା  ଛେଣ୍ଡିପଦାକୁ ସଂଯୋଗ କରୁଥିବା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣସ୍ତମ୍ଭ ନିକଟରେ ରାସ୍ତା ତଳକୁ ଖସିଲା ଇନୋଭା କାର। ଫଳରେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଏକ ଇନୋଭା  ଅନୁଗୁଳରୁ…

Continue Readingଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଇନୋଭା କାର,ଚାଳକ ଗୁରୁତର

ଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ଅନୁଗୁଳ: ବଅଁରପାଳ ଥାନା ଅଧୀନ ତୁଳସୀପାଳ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ (OD09 R 2489) ଅନୁଗୁଳ…

Continue Readingଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ଜମିବାଡ଼ି ବିବାଦରେ ହଣାକଟା, ୬ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଥିବା ଜଣାପଡିଛି। ସୂଚନା ଯେ, ଗତ ରବିବାର ରାତିରେ ମୁକେଶ ନାଏକ ଓ କଷ୍ଟୁ ବେହେରାଙ୍କ ପରିବାର ମଧ୍ୟରେ ଝଗଡ଼ା…

Continue Readingଜମିବାଡ଼ି ବିବାଦରେ ହଣାକଟା, ୬ ଗିରଫ

ଟ୍ରକ-କାର ମୁହାଁମୁହିଁ ଧକ୍କା, ଡ୍ରେନରେ ପସିଗଲା କାର୍

ବଅଁରପାଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମ ନିକଟ ରିଲାନ୍ସ ସ୍ମାର୍ଟ ପଏଣ୍ଟ ପାଖରେ ଟ୍ରକ (OR 04G7544) ଓ ମାରୁତି ସୁଫିଟ କାର (OD 33W0984) ମୁହାଁମୁହିଁ ଧକ୍କା ହେବାରୁ କାରଟି ରାସ୍ତାକଡ଼ ଡ୍ରେନରେ ପଶିଯାଇଛି। ଦୁର୍ଘଟଣାରେ…

Continue Readingଟ୍ରକ-କାର ମୁହାଁମୁହିଁ ଧକ୍କା, ଡ୍ରେନରେ ପସିଗଲା କାର୍