ଚୋରା ବାଇକ୍ ଜବତ, ଚାଳକ ଗିରଫ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଚୋରା ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରଡ଼ା ଗ୍ରାମର ପ୍ରତାପ ଧଳ ଓ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳର ବଲାଙ୍ଗୀରେ ସୋମବାର ଦିନ ଦ୍ୱିପ୍ରହରରେ ତିନି ଦୁର୍ବୃତ୍ତ ଭୁଜାଲି ଦେଖାଇ ଖମାର ଥାନା ଶଙ୍ଖମୁର ଗ୍ରାମର ପ୍ରଭାକର ଆଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଠାରୁ ସୁନାଚେନ ଓ ମୋବାଇଲ ଲୁଟି…
ତାଳଚେର: ତାଳଚେର ରେଳ ଷ୍ଟେସନ୍ ନିକଟରେ ଦୁର୍ବୃତ୍ତଙ୍କ ଦୁଇ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରେଳ କର୍ମଚାରୀ ଶିବଶଙ୍କର କୁମାରଙ୍କ ମାଛ ଗୋଦାମ ନିକଟ ଭଡ଼ାଘରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ୧୫ ଗ୍ରାମ୍ ସୁନାଚେନ୍, ରୂପା ଅଳଙ୍କାର ଓ…
ତାଳଚେର: ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରୁ ଡିଜେଲ ଚୋରି ରାକେଟ ସକ୍ରିୟ ଥିବା ବେଳେ ଗୋପାଳପ୍ରସାଦ ପୋଲିସ ଗତକାଲି ଜଣେ ଯୁବକକୁ ଗିରଫ କରିଛି। ପୂର୍ବତନ ସରପଞ୍ଚ ବିମ୍ବାଧର ବେହେରାଙ୍କ ଆକ୍ତିଭା ସ୍କୁଟି (OD 35D 0947)ରେ ଏମ୍ସିଏଲ୍ ହିଙ୍ଗୁଳା ଖଣିରୁ…
ତାଳଚେର: ତାଳଚେର କୋଲିୟରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘଂଟପଡ଼ା ହାଇସ୍କୁଲ ଖେଳପଡ଼ିଆରୁ ୭ ଜଣ ଜୁଆଖେଳାଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିପୁଲ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍…
ଅନୁଗୁଳ: ଗତ ୨୭ ତାରିଖ ଅପରାହ୍ନ ୪ ଟା ସମୟରେ ଛେଣ୍ଡିପଦା ଜଙ୍ଗଲ ବିଭାଗ କର୍ମଚାରୀ ମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗାଁର ଲମ୍ବୋଦର ବେହେରାଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ ଚାରିଗୋଟି ଶାଗୁଆନ ଗଣ୍ଡୀ ଯାହାର ପରିମାଣ ୯.୧୭…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ରବିବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ବେଳେ ଥାନା ଛକ ନିକଟରେ ବୁଢ଼ାପାଳ ଆଡ଼ୁ ଆସୁଥିବା ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ୍ ଜବତ କରିଛି। ଚାଳକମାନେ ସଠିକ୍ ଚାଲାଣ କାଗଜପତ୍ର ଦେଖାଇ ନ…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ ନମପସି ପଞ୍ଚାୟତର ନମଗାଁରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଏକ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ପାଳଲହଡ଼ା ପୋଲିସ ଏସଆଇ ସ୍ୱରୂପ ପୂର୍ତ୍ତି…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସଦରମହକୁମା ବାଲିପଶି ଗ୍ରାମରେ ବାଣ ଫୁଟାଇବା ସମୟରେ ଯୁବକଙ୍କ ହାତରେ ବାଣ ବିସ୍ଫୋରଣ ହୋଇ ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ଆହତ ଯୁବକଙ୍କ ନାମ ରାଜା ମହାନ୍ତ (୩୫)। ପରିବାର…