ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା’କୁ ପଡ଼ୋଶୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା
ଅନୁଗୁଳ: ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା'କୁ ଆକ୍ରମଣ କରିଛନ୍ତି ପଡ଼ୋଶୀ। ଏନେଇ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି ନୂଆହତା ପଞ୍ଚାୟତର ଅନ୍ନପୂର୍ଣ୍ଣା ଗୋଚ୍ଛାୟତ। ଅଭିଯୋଗ ମୁତାବକ, ଅନ୍ନପୂର୍ଣ୍ଣା ଗୋଚ୍ଛାୟତ ନିଜ ଘର ତିଆରି କରୁଥିବା…



