୧୦ଫୁଟର ଅଜଗର ଉଦ୍ଧାର, ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରୀବିଡା ଗ୍ରାମରୁ ରବିବାର ଏକ ୧୦ଫୁଟିଆ ଅଜଗର ଉଦ୍ଧାର ହୋଇଛି। କଣିହାଁ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ସୌରଭ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସାନତ୍ରୀବିଡା ଗ୍ରାମର ଅଜୟ ବିଶ୍ବାଳଙ୍କ ଘର…

Continue Reading୧୦ଫୁଟର ଅଜଗର ଉଦ୍ଧାର, ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

ଖେଳଣା ବନ୍ଧୁକ ଧରି ରିଲ୍ସ କରୁଥିଲେ, ଯୁବକଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ରିଲସ କରି ଯୁବକ ହଟହଟା। ଭିଡିଓ ପାଇଁ ଟ୍ରାଫିକ ସମସ୍ୟା କରାଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବଡ଼ଗୋବିନ୍ଦପୁର ଗ୍ରାମର ଜଳିଆ ଗୋଚ୍ଛାୟତଙ୍କୁ ଶନିବାର ରାତିରେ ଗିରଫ କରିଛି ହଣ୍ଡପା ପୋଲିସ। ତାଙ୍କ ଠାରୁ ଏକ…

Continue Readingଖେଳଣା ବନ୍ଧୁକ ଧରି ରିଲ୍ସ କରୁଥିଲେ, ଯୁବକଙ୍କୁ ବାନ୍ଧିଲା ପୋଲିସ

ସାପ କାମୁଡ଼ିଦେଲା ବୋଲି… ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଅନୁଗୁଳ: ସାପ କାମୁଡ଼ିବାରୁ ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଅନୁଗୁଳ ଜିଲ୍ଲା ନିଶା ଥାନା କାଳିଆକଟା ଗାଁରେ ଶନିବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ନିଶା ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମର ବବୁଲ ଭୋଇ (୩୪)ଙ୍କୁ ଏକ…

Continue Readingସାପ କାମୁଡ଼ିଦେଲା ବୋଲି… ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୩ ଜଣଙ୍କ ନାଁରେ ମାମଲା

ଅନୁଗୁଳ: ବିନା କାରଣରେ ଯୁବକଙ୍କୁ ମାଡ଼ ମରାଯାଇଥିବା ନେଇ ଅନୁଗୁଳ ଜିଲ୍ଲା କିଶୋରନଗର ଥାନାରେ ଅଭିଯୋଗ ହୋଇଛି।ସ୍ଥାନୀୟ ଖଇରାମୁଣ୍ଡା ଗ୍ରାମର ଯଶୋବନ୍ତ ପ୍ରଧାନଙ୍କୁ ସେହି ଅଞ୍ଚଳର ପ୍ରଶାନ୍ତ ସାହୁ, ରାଜନ ଦେହୁରି, ଟୁବୁ ସାହୁ ମିଶି ମାଡ଼ ମାରିବା ସହ ତଣ୍ଟି…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୩ ଜଣଙ୍କ ନାଁରେ ମାମଲା

୧୨୫୦ଲିଟର ଡିଜେଲ ସହ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଛୁ’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ପାର୍ଶ୍ଵରୁ ବେଆଇନ ଡିଜେଲ ବୋଝେଇ ପିକଅପ ଭ୍ୟାନ ସମେତ ୧୨୫୦ଲିଟର ଡିଜେଲ ଜବତ କରିଛି ପୋଲିସ।ସୂଚନା ମୁତାବକ, ଜରପଡ଼ା ପୋଲିସ ପକ୍ଷରୁ ବେଆଇନ ଡିଜେଲ ବୋଝେଇ ହୋଇ ଜରପଡ଼ାରୁ ବଇଣ୍ଡା…

Continue Reading୧୨୫୦ଲିଟର ଡିଜେଲ ସହ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଛୁ’

ଡାକ୍ତରଖାନାରେ ପଶିଲା ସାପ, ଯିଏ ଯୁଆଡ଼େ ପାରିଲା ଧାଇଁଲା

ଅନୁଗୁଳ: ଡାକ୍ତରଖାନାରେ ପଶିଲା ସାପ। ଇତଃସ୍ତତ ହୋଇ ଦୌଡ଼ିଲେ ରୋଗୀ ଓ ସମ୍ପର୍କୀୟ। ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ଗୁରୁବାର ଦିନ ୧୧ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ରହିଥିବା ଟ୍ରମା କେୟାର…

Continue Readingଡାକ୍ତରଖାନାରେ ପଶିଲା ସାପ, ଯିଏ ଯୁଆଡ଼େ ପାରିଲା ଧାଇଁଲା

କଲ୍ କରି କୋଇଲା ଡିପୋ କର୍ମଚାରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଥିବା କୋଇଲା ଡିପୋରେ କାମ କରୁଥିବା ତାପସ କୁମାର ରାଉତଙ୍କୁ ବାରମ୍ବାର କଲ୍ କରି କେହି ହତ୍ୟା ଧମକ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ହଣ୍ଡପା ପୋଲିସ…

Continue Readingକଲ୍ କରି କୋଇଲା ଡିପୋ କର୍ମଚାରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଦୋକାନ ମରାମତି ବେଳେ ଦମ୍ପତିଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗ, ୫ ଜଣଙ୍କ ନାଁରେ ଏତଲା

ଅନୁଗୁଳ: ଦୋକାନ ମରାମତି ବେଳେ ଗାଳିଗୁଲଜ ଓ ମାରପିଟ କରିଥିବା ନେଇ ବନ୍ତଳା ଥାନାରେ ମଙ୍ଗଳବାର ରାତିରେ ଅଭିଯୋଗ କରିଛନ୍ତି ଦମ୍ପତି। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ବଡ଼କେରା ଗାଁର ଉପମା ଜେନା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଜେନା…

Continue Readingଦୋକାନ ମରାମତି ବେଳେ ଦମ୍ପତିଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗ, ୫ ଜଣଙ୍କ ନାଁରେ ଏତଲା

ଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଧୀନ ହଣ୍ଡପା ଥାନା ଶରଧାମୁଣ୍ଡା ଗାଁର ବସନ୍ତ ପ୍ରଧାନଙ୍କ ଘରୁ ବୁଧବାର ଦିନ ଏକ ବିଷାକ୍ତ ରଣା ସାପ ଉଦ୍ଧାର କରାଯାଇଛି। ସୂଚନା ଯେ, ଆଜି ଅପରାହ୍ନରେ ବସନ୍ତଙ୍କ ଘର ଭିତରକୁ ଏକ ବିଷାକ୍ତ…

Continue Readingଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

ଏମସିଏଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଅନୁଗୁଳ: ଜଙ୍ଗଲରୁ ଏମସିଏଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ତ୍ରିବିଡା ପଂଚାୟତ ଅନ୍ତର୍ଗତ ଛେଳିଆ ଗ୍ରାମର ସୁନିଲ କୁମାର ପ୍ରଧାନ (୩୨)। ସୁନିଲଙ୍କ ବାପା ନୟନ ପ୍ରଧାନଙ୍କ ଲିଖିତ ଅଭିଯୋଗ କ୍ରମେ କଣିହାଁ…

Continue Readingଏମସିଏଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ