ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍, ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ
ଅନୁଗୁଳ: ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଗୁରୁତର ଯୁବକ ହେଲେ ଅନୁଗୁଳ ଜିଲ୍ଲା କୁମଣ୍ଡ ଦେଉଳପଡ଼ା ଛକର ସଦେଇ ସ୍ୱାଇଁ(୪୫)। ସୂଚନା ମୁତାବକ, ଦିନ ମଜୁରିଆ ଭାବେ କାମ କରୁଥିବା ସଦେଇ ଆଜି ସାଇକେଲ୍ରେ…
