ଶୌଚ ପାଇଁ ଯିବା ବେଳେ ଛକି ଥିଲା ଯମ, ସର୍ପାଘାତରେ ଯୁବକ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରେଙ୍ଗାଳି ଗ୍ରାମର ବିଷ୍ଣୁ ସାମଲ (୪୪)। ସୂଚନା ମୁତାବକ, ବିଷ୍ଣୁ ଅପରାହ୍ନରେ ଘର ପଛପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ।…
