ହୋଟେଲରେ ଖାଇବା ଦେବାକୁ ନେଇ ପାଟିତୁଣ୍ଡ: ଦୁଇ ଯାଆଁଳା ଭାଇଙ୍କୁ ମରଣାନ୍ତକ ଆକ୍ରମଣ
ଅନୁଗୁଳ: ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ଆକ୍ରମଣ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଦ୍ବୟ ହେଲେ ଯାଆଁଳା ଭାଇ ବିଦ୍ୟାଂଶୁ ବାରିକ (୧୫) ଓ ବିବ୍ରଂଶୁ ବାରିକ (୧୫)। ସୂଚନା ମୁତାବକ, ରବିନ୍ଦ୍ର…
