ଶ୍ରମିକ ଦିବସ ଶ୍ରମିକଙ୍କ ମୃତ୍ୟୁ: ନାଲକୋ ପ୍ଲାଣ୍ଟ ଆଗରେ ଶବ ରଖି ବିକ୍ଷୋଭ କଲେ ପରିବାର ଲୋକ
ନାଲକୋ ନଗର: ସ୍ଥାନୀୟ ନାଲକୋ ନଗରର ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ପଟଲାଇନ-୪ ରେ ସଫେଇ ଠିକା କର୍ମଚାରୀ ଭବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କୁଆଳୁ ଗ୍ରାମର ବିଜୟ ରାଣ। କିଛି ଦିନ…
