ବାହାଘର ଭୋଜିକୁ ଯିବା ହେଲା କାଳ! ବାଇକ ଗଛରେ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଗଡମଣ୍ଡଳଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାତ୍ରପଡ଼ା ଗ୍ରାମର ଗିରିଶ ବାରିକ ଓ ଆହତ ହେଲେ…

Continue Readingବାହାଘର ଭୋଜିକୁ ଯିବା ହେଲା କାଳ! ବାଇକ ଗଛରେ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଛକରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା କଣ୍ଢେଇଗୁଳା ଅଞ୍ଚଳର ସୁନିତା ସାହୁ (୩୫)। ସୁନିତା ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରେ…

Continue Readingସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ତାଳଚେର: ରବିବାର ବିଳମ୍ବିତ ରାତିରେ ତାଳଚେର ବ୍ଲକ୍ ଧରମପୁର ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ତାଳଚେର ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆରୋଗ୍ୟ କେନ୍ଦ୍ରରୁ ଇନଭର୍ଟର ମେସିନ, ବ୍ୟାଟେରୀ,…

Continue Readingଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ସ୍କ୍ରାପ ବୋଝେଇ ଗାଡ଼ିକୁ ରୋକିଲେ ସୁରକ୍ଷାକର୍ମୀ

ଅନୁଗୁଳ: ସୋମବାର ସକାଳେ ଅନୁଗୁଳ ହସ୍ପିଟାଲରୁ ବାହାରକୁ ଚାଲାଣ ହେଉଥିବା ଏକ ସ୍କ୍ରାପ୍ ବୋଝେଇ ଗାଡ଼ିକୁ ବିନା କାଗଜପତ୍ରରେରେ ଯାଉଥିବାରୁ ସୁରକ୍ଷାକର୍ମୀ ଅଟକାଇଥିଲେ। ହସ୍ପିଟାଲର ବିଭିନ୍ନ ଭାଗରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାରୁ ପୁରୁଣା ବିଦ୍ୟୁତ୍ ପ୍ୟାନେଲ,ଆଙ୍ଗେଲ ଓ ଅନ୍ୟାନ୍ୟ ଲୁହା ସାମଗ୍ରୀ…

Continue Readingସ୍କ୍ରାପ ବୋଝେଇ ଗାଡ଼ିକୁ ରୋକିଲେ ସୁରକ୍ଷାକର୍ମୀ

ସ୍କୁଟିକୁ ପିଟିଲା କାର, ଚାଳକ ଆହତ

ଅନୁଗୁଳ: ଅନୁଗୁଳ ସହର ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକ ନିକଟ ଚାନ୍ଦସି କ୍ଲିନିକ୍ ସମ୍ମୁଖରେ କାର ଓ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଚାଳକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ମଧ୍ୟାହ୍ନ ସମୟରେ ଗିରାଙ୍ଗ ଛକ ନିକଟସ୍ଥ…

Continue Readingସ୍କୁଟିକୁ ପିଟିଲା କାର, ଚାଳକ ଆହତ

ଖମାର ଟୋଲଗେଟ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡି, ଡ୍ରାଇଭର ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ସୋମବାର ସକାଳୁ ସିରିଜ ଦୁର୍ଘଟଣା ଘଟି ୩ଟି ଗାଡ଼ି ଜଳି ଯାଇଛି। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି। ସୂଚନା ମୁତାବକ, ଏକ ପାଇପ…

Continue Readingଖମାର ଟୋଲଗେଟ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡି, ଡ୍ରାଇଭର ଆହତ

ସଟ୍ ସର୍କିଟରୁ ଜଳିଗଲା ଟ୍ରକ, ତୁରନ୍ତ ପହଞ୍ଚି ଆୟତ୍ତ କଲା ଅଗ୍ନିଶମ ବାହିନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ଜାତୀୟ ରାଜପଥ ତୁରଙ୍ଗ ନିକଟସ୍ଥ ବୁଲେଟ ସୋ ରୁମ୍ ସାମ୍ନାରେ ସର୍ଟ ସର୍କିଟ ଯୋଗୁ ଏକ ୧୨ ଚକିଆ ଆଇରନ ବୋଝେଇ ଟ୍ରକ ଜଳିଯାଇଛି। ସୂଚନା ଅନୁସାରେ, ଟ୍ରକଟି ଟେନେସାରୁ ଆଇରନ ନେଇ ଜିନ୍ଦଲ ଯାଉଥିବା ବେଳେ…

Continue Readingସଟ୍ ସର୍କିଟରୁ ଜଳିଗଲା ଟ୍ରକ, ତୁରନ୍ତ ପହଞ୍ଚି ଆୟତ୍ତ କଲା ଅଗ୍ନିଶମ ବାହିନୀ

ଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଓ ଡ୍ରାଇଭର ବାଡ଼ାବାଡ଼ି

ଅନୁଗୁଳ: ପାର୍କିଂ ସମସ୍ୟାକୁ ନେଇ ଅନୁଗୁଳ ହସ୍ପିଟାଲରେ ଅନେକ ସମୟରେ ଗଣ୍ଡଗୋଳ ଘଟିଆସିଚି। ଆଜି ମଧ୍ୟ ସେଭଳି ଏକ ଘଟଣାର ପୁନରାବୃତ୍ତି ଘଟିଥିଲା। ବନ୍ତଲା ଅଞ୍ଚଳର ଜଣେ ଫାର୍ମାସିଷ୍ଟ ମନୋଜ ଅନୁଗୁଳ ଡାକ୍ତରଖାନାକୁ ଟ୍ରେନିଂ ପାଇଁ ଆସିଥିଲେ। ସେ ନିଜ ଗାଡି…

Continue Readingଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଓ ଡ୍ରାଇଭର ବାଡ଼ାବାଡ଼ି

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଗୋଟିଏ ଜଳିଗଲା, ଅନ୍ୟଟିର ଡ୍ରାଇଭର ମୃତ

ଅନୁଗୁଳ: ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଖମାର ଥାନା ୧୪୯ ନମ୍ୱର୍ ଜାତୀୟ ରାଜପଥ ବାର ମାଇଲି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ଟ୍ରକ ସମ୍ପୂର୍ଣ୍ଣ ଜଳି ଯାଇଛି। ସୂଚନା ମୁତାବକ,…

Continue Readingଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଗୋଟିଏ ଜଳିଗଲା, ଅନ୍ୟଟିର ଡ୍ରାଇଭର ମୃତ

ପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

ନାଲକୋ ନଗର : ନାଲକୋ ଠିକା ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଗୁରୁବାର ସକାଳେ ସ୍ମେଲଟର ପ୍ଲାଣ୍ଟ ଗେଟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ସମାନ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦିଆଯିବାକୁ…

Continue Readingପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ