ଅମଲାପଡ଼ା ଅଞ୍ଚଳରୁ ଅଜଣା ମୃତ ଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅମଲାପଡ଼ା ଅଞ୍ଚଳରୁ ଦିନ ଦ୍ବିପ୍ରହରରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ, ଅମଲାପଡ଼ା କେନାଲ ପାଖ ଏଟିଏମ ବାହାରେ ଜଣେ ଅଜଣା ବ୍ୟକ୍ତି ଶୋଇଥିବାର ଅଞ୍ଚଳ ବାସୀ…



