ହାଇୱା ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଦେଇ ଯାଇଥିବା ୬୩ ନଂ ରାଜ୍ୟ ରାଜପଥର କଙ୍କରେଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପୋଲ ଠାରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ନାଣ୍ଡିଛୋଡ ଗୋପୀବଲ୍ଳଭପୁରର ଧୋବେଇ ଗଡ଼ନାୟକଙ୍କ…

Continue Readingହାଇୱା ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୁଳରେ ପୁଣି ଛିନତାଇ: ଦିନ ଦ୍ଵିପ୍ରହରରେ ମହିଳାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍

ଅନୁଗୁଳ: ଦିନ ଦ୍ଵିପ୍ରହରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଶନିବାର ଅନୁଗୁଳ ମଦନ ମୋହନପଡ଼ାର ମନକା ରାଠି ନାମକ ଜଣେ ମହିଳା ସ୍ୱାମୀଙ୍କ ସହ ଡେଲି ମାର୍କେଟକୁ ପରିବା…

Continue Readingଅନୁଗୁଳରେ ପୁଣି ଛିନତାଇ: ଦିନ ଦ୍ଵିପ୍ରହରରେ ମହିଳାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍

ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କାଳିଆକଟା ଜଙ୍ଗଲ ରାସ୍ତାରେ ରବିବାର ରାତିରେ ଚଢ଼ାଉ କରି ଚୋରା କୋଇଲା ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ କାଳିଆକଟା…

Continue Readingଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

ଜଳିଲା ଚଳନ୍ତା କୋଇଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଲା ବଡ଼ ଦୁର୍ଘଟଣା

ଅନୁଗୁଳ: ଆଜି ସକାଳୁ ସ୍ଥାନୀୟ ପୋଲିସ ଟ୍ରେନିଂ କଲେଜ ଫାଟକ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ଟ୍ରକ (OD19M 3155)ର ଚକାରୁ ନିଆଁ ଲାଗିଥିବା ଜଣାଯାଇଛି। ଚାଳକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ସାଇଡ କରି…

Continue Readingଜଳିଲା ଚଳନ୍ତା କୋଇଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଲା ବଡ଼ ଦୁର୍ଘଟଣା

୫ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଖଙ୍ଗୁରିଆ ଗ୍ରାମ ନିକଟସ୍ଥ ରାସ୍ତାରୁ ମଙ୍ଗଳବାର ଏକ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଖଙ୍ଗୁରିଆ ଗ୍ରାମ ନିକଟରେ ରାସ୍ତା ଉପରେ ଏକ ଅଜଗର ସାପ ଶୋଇଥିବା ଗ୍ରାମର…

Continue Reading୫ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

ପୁଅକୁ ସ୍କୁଲରୁ ଆଣିବାକୁ ଯିବା ବେଳେ ଧକ୍କା ଦେଲା ଟେମ୍ପୋ, ମହିଳା ମୃତ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ହରିଡ଼ାନାଳି ଗ୍ରାମ ଠାରେ ଏକ ଟେମ୍ପୋ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସରିତା ମିଶ୍ର (୩୨)। ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୬ଟା ବେଳେ ହରିଡ଼ାନାଳି ଗ୍ରାମ ଶିଶୁ ମନ୍ଦିରରେ ବାର୍ଷିକ…

Continue Readingପୁଅକୁ ସ୍କୁଲରୁ ଆଣିବାକୁ ଯିବା ବେଳେ ଧକ୍କା ଦେଲା ଟେମ୍ପୋ, ମହିଳା ମୃତ

ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇଥିବା ବସକୁ ପିଟିଲା ଟ୍ରକ୍, ୨୦ ରୁ ଅଧିକ ଆହତ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସ୍ଥିତ ଇଏସଆଇସି ମେଡିକାଲ ସାମ୍ନାରେ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ପଛରୁ ପିଟିଛି। ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ଇଏସଆଇସି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

Continue Readingଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇଥିବା ବସକୁ ପିଟିଲା ଟ୍ରକ୍, ୨୦ ରୁ ଅଧିକ ଆହତ

ପ୍ରଚୁର ମଦ ପିଇ ପିଲାଙ୍କୁ ପିଟିଲା ମଟର ସାଇକେଲ, ୩ ଶିଶୁ ଗୁରୁତର

ଅନୁଗୁଳ: ଜରପଡା ଥାନା ଅନ୍ତର୍ଗତ ମୁଣ୍ଡା ସହି ଛକ ନିକଟରେ ବାଇକ ଧକ୍କାରେ ତିନି ଜଣ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର…

Continue Readingପ୍ରଚୁର ମଦ ପିଇ ପିଲାଙ୍କୁ ପିଟିଲା ମଟର ସାଇକେଲ, ୩ ଶିଶୁ ଗୁରୁତର

ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରୁ ସୋମବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗାଁର ମୁଙ୍ଗି ଓରଫ କାଳିଆ ପ୍ରଧାନ। ସୂଚନା ମୁତାବକ, ଗତ ୭ ତାରିଖ ଦିନ…

Continue Readingଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବ୍ୟକ୍ତି, ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ପଦ୍ମପୁର ସାହିରେ ଆଜି ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଅଭିରାମ ଦେହୁରୀ (୫୦)। ସୂଚନା ମୁତାବକ, ଗତ ରାତିରେ…

Continue Readingଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବ୍ୟକ୍ତି, ମୃତ ଦେହ ଉଦ୍ଧାର