ଘରୁ ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମରେ ଘରୁ ମୋବାଇଲ ଚୋରି ହୋଇଥିବା ନେଇ କରି ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସୁମନ୍ତ ସାହୁଙ୍କ ପରିବାର ଘର ନିକଟରେ କାମ କରୁଥିବା ବେଳେ ଗାଁର ଜଣେ ଯୁବକ ତାଙ୍କ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମରେ ଘରୁ ମୋବାଇଲ ଚୋରି ହୋଇଥିବା ନେଇ କରି ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସୁମନ୍ତ ସାହୁଙ୍କ ପରିବାର ଘର ନିକଟରେ କାମ କରୁଥିବା ବେଳେ ଗାଁର ଜଣେ ଯୁବକ ତାଙ୍କ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମ ପଞ୍ଚାୟତର ସମିତିସଭ୍ୟାଙ୍କୁ ଜୀବନରୁ ମାରିଦେବାକୁ ଧମକ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ସମିତି ସଭ୍ୟା ସୁଜାତା ରାଣୀ…
ପାଳଲହଡ଼ା: ସ୍ଥାନୀୟ ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେର ରାଧାରମଣପୁର ଅଞ୍ଚଳର ବିଦୁସ୍ମିତା ଖିଲାର। ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ଵିତୀୟ ବର୍ଷର…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ବଡ଼କେରଜାଙ୍ଗ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବଡ଼କେରଜାଙ୍ଗ ଗ୍ରାମର ଅପନା ନାଏକ (୬୫)। ସୂଚନା ମୁତାବକ, ବଡ଼କେରଜାଙ୍ଗ ଗ୍ରାମର ଅପନା ନାଏକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଜଣେ ବିବାହିତ ମହିଳା ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଛି। ସେ ଯିବା ବେଳେ ଘରୁ ଟଙ୍କା ଓ ସୁନା ଗହଣା ମଧ୍ୟ ନେଇ…
ଛେଣ୍ଡିପଦା: ପୁଅର ଟାଙ୍ଗିଆ ଆକ୍ରମଣରେ ଆହତ ହୋଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡା ଗ୍ରାମରେ। ଏ ନେଇ ଆହତ ବାପା ବିଶ୍ୱନାଥ ସାହୁ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜରପଡ଼ା ଗ୍ରାମରେ ପୁତୁରାର କାଠ ଫାଳିଆ ମାଡ଼ରେ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧା ହେଲେ ଜରପଡ଼ା ଗ୍ରାମର ଲଳିତା ବେହେରା। ସୂଚନା ମୁତାବକ, ଜରପଡ଼ା ଗ୍ରାମର ଲଳିତା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଆଜି କିଶୋର ନଗର ଥାନା ଏବଂ ହଣ୍ଡପା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ସୂଚନା ମୁତାବକ, ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗ୍ରାମର ଗଣେଶ ପ୍ରଧାନଙ୍କ ଠାରୁ…
ଛେଣ୍ଡିପଦା: ସ୍ଥାନୀୟ ଜିନ୍ଦଲ କମ୍ପାନୀରୁ ଲୁହା ଆଙ୍ଗେଲ ଚୋରି କରିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଜିନ୍ଦଲ କମ୍ପାନୀର ପାଚେରୀ ଡେଇଁ ଜଣେ ଯୁବକ କମ୍ପାନୀ ପରିସରରେ ପଶିଥିଲା। ସେ ଲୁହା ଆଙ୍ଗେଲକୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଟିଆନାଳି ଗ୍ରାମରେ ସାବତ ମା' ପ୍ରରୋଚନାରେ ବାପା ପ୍ରଥମ ପତ୍ନୀର ପୁଅକୁ ଚେଙ୍କ ଦେଇଥିବା ମାମଲାରେ ନାବାଳକଙ୍କୁ ଉଦ୍ଧାର କରିବା ସହ ସାବତ ମା' ଓ ବାପାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ…