ଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ,…

Continue Readingଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ସ୍କୁଲରୁ ଫେରି ନାଳକୁ ଯାଇଥିବା ବେଳେ ୨ ବାଳକ ମୃତ

କିଶୋରନଗର: ଅନୁଗୋଳ ଜିଲ୍କା କିଶୋରନଗର ବ୍ଲକ ହଣ୍ଡପା ଥାନା ବାଲିଆମ୍ବରେ ଆଜି ଏକ ଅଘଟଣ ଘଟି ୨ ବାଳକଙ୍କ ଅକାଳରେ ଜୀବନ ଯାଇଛି। ମିଳିଥିବା ସୁଚନା ଅନୁଯାଇ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତର ବାଲିଆମ୍ବ ଗାଁର ବାଦଲ ବେହେରା(୯) ଓ ସୁରେନ୍ଦ୍ର…

Continue Readingସ୍କୁଲରୁ ଫେରି ନାଳକୁ ଯାଇଥିବା ବେଳେ ୨ ବାଳକ ମୃତ

ସ’ ମିଲ ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ଅନୁଗୁଳ: ଅନୁଗୁଳ ବ୍ଲକ ବେନ୍ତପୁରରେ ଥିବା ସ' ମିଲରେରେ ଗୁରୁବାର ଭୋରରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର ତିନିଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ…

Continue Readingସ’ ମିଲ ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ବୋଇତ ବନ୍ଦାଣ ହେଲା କାଳ: କେନାଲରେ ଭାସି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଧୀନସ୍ଥ ସମଲ ରାଇଟ୍ କେନାଲରେ ବୋଇତ ବନ୍ଦାଣ ବେଳେ ଅଘଟଣ। ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଏଠାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ପାଳଲହଡ଼ା ଚଷାଗୁରୁଜାଙ୍ଗର ଆଶିଷ କୁମାର ସାହୁ…

Continue Readingବୋଇତ ବନ୍ଦାଣ ହେଲା କାଳ: କେନାଲରେ ଭାସି ଯୁବକ ମୃତ

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

ନାଲକୋ ନଗର: ନାଲକୋ ଥାନା ଅଧୀନ ଏସବିଆଇ ସିପିପି ବ୍ୟାଙ୍କ୍ ଶାଖାରୁ ପଇସା ଉଠାଇ ଆସୁଥିବା ମହିଳାଙ୍କଠୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ। ସୂଚନା ମୁତାବକ, ଜଣେ ମହିଳା ବ୍ୟାଙ୍କରୁ ୩୫ ହଜାର ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ…

Continue Readingବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

ଚୋରି କରି କାନ ଧଇଲେ ଭୁଲ୍ ମାଗିଲେ ସେଲ୍ସ ମ୍ୟାନ

ଅନୁଗୁଳ: କଥାରେ ଅଛି ଚୋର ପାଇଁ ସବୁଦିନ ଅନ୍ଧାର ରାତି ନ ଥାଏ। ଅନୁଗୁଳ ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ହୋଲ୍‌ସେଲ ଦୋକାନର ସେଲ୍ସ ମ୍ୟାନ ଦୀର୍ଘ ଦିନ ଧରି ଗ୍ରାହକ ମାଲ ନେବା ବେଳେ ଗୋଟାଏ ପେଟି ଯେଉଁ…

Continue Readingଚୋରି କରି କାନ ଧଇଲେ ଭୁଲ୍ ମାଗିଲେ ସେଲ୍ସ ମ୍ୟାନ

ମେଡ଼ିକାଲ କଲୋନୀରୁ ଚୋରି: ଟଙ୍କା ଲଫାପା ଛାଡି ଶାଢ଼ୀ ନେଇଗଲେ

ଅନୁଗୁଳ: ଅନୁଗୁଳ ମେଡ଼ିକାଲ ନୂଆ କଲୋନୀର ଚାରି ଚାରିଟା କ୍ୱାର୍ଟରକୁ ଚୋର ମାନେ ଗତ ଶନିବାର ରାତିରେ ତାଲା ଭାଙ୍ଗି ପଶିଥିଲେ। ବାରି ପଛପଟେ ପଶି ଚୋର ମାନେ ଦୁଇଜଣ ଡାକ୍ତର,ଜଣେ ଏଲଟି ଏବଂ ଷ୍ଟେନୋ ବାବୁଙ୍କ ଘରେ ପଶିଥିଲେ। ଆଜିର…

Continue Readingମେଡ଼ିକାଲ କଲୋନୀରୁ ଚୋରି: ଟଙ୍କା ଲଫାପା ଛାଡି ଶାଢ଼ୀ ନେଇଗଲେ

ଟ୍ରକ-ଲୁନା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଛକ ହନୁମାନ ମନ୍ଦିର ନିକଟରେ ଏକ ଲୁନା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୋଶଳା ଠାରୁ କୋରଡ଼ା ଅଭିମୁଖେ ଯାଉଥିବା ଏକ…

Continue Readingଟ୍ରକ-ଲୁନା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଦୀପାବଳିରେ ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ବାଲି ସାହିରେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି। ଗାଁର ହଟ୍ଟକିଶୋର ଦଳବେହେରାଙ୍କ ୩ ବଖରା ଘର ଜଳିଯାଇଛି। ସୂଚନା ମୁତାବକ, ହଟ୍ଟକିଶୋରଙ୍କ ପରିବାର ଲୋକ ଦୀପାବଳି ପାଇଁ ବ୍ୟସ୍ତ…

Continue Readingଦୀପାବଳିରେ ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ଦୀପରୁ ନିଆଁ ଲାଗି ଜଳିଗଲା ଦୋକାନ

ଅନୁଗୁଳ: ସୋମବାର ବଡ଼ି ଭୋର ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟର ଏକ ଭେରାଇଟି ଷ୍ଟୋରରେ ନିଆଁ ଲାଗି ଯାଇଥିଲା।ଦୀପରୁ ନିଆଁ ଧରି ଦୋକାନ ସାରା ବ୍ୟାପି ଯାଇଥିଲା।କିଛି ବାଟୋଇ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ବିଦ୍ୟୁତ୍ ଓ ଦମକଳ ବିଭାଗକୁ ଖବର…

Continue Readingଦୀପରୁ ନିଆଁ ଲାଗି ଜଳିଗଲା ଦୋକାନ