କରେଣ୍ଟ ଲଗାଇ ଗାଁ ପୋଖରୀରୁ ମାଛ ମରା ଅଭିଯୋଗ, ୩ ଜଣଙ୍କ ନାଁରେ ଅଭିଯୋଗ

0

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବଙ୍କା ଘାଇ ବନ୍ଧରୁ ବିଦ୍ୟୁତ ତାର ଦ୍ୱାରା ମାଛ ମାରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ କେସ୍ ନମ୍ବର ୮୮/୨୪ ରେ ଗାଁର ନରୋତ୍ତମ ଭୋଇ, ପବିତ୍ର ଦେହୁରୀ, ପଞ୍ଚୁ ପ୍ରଧାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି।

ପୋଲିସ କହିଛି, ଉକ୍ତ ବନ୍ଧ ରେ ଗ୍ରାମ୍ୟ କମିଟି ପକ୍ଷରୁ ମାଛ ଛଡା ଯାଇଥିବା ବେଳେ ଏହି ୩ ଜଣ କରେଣ୍ଟ ସାହାଯ୍ୟରେ ମାଛ ମାରୁଛନ୍ତି। ବିଦ୍ୟୁତ ଯୋଗୁ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

error: Content is protected !!