ହତାଶିମିଳିରେ ରାତ୍ରିକାଳୀନ କ୍ରିକେଟ୍ ଉଦ୍‌ଯାପିତ: ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହତାଶିମିଳି ହନୁମାନ ମନ୍ଦିର ପଡ଼ିଆଠାରେ ବୀର ବଜରଙ୍ଗୀ କ୍ଲବ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ରାତ୍ରିକାଳୀନ କ୍ରିକେଟ ସିରିଜ୍ ଉଦ୍‌ଯାପିତ ହୋଇଛି। ଏହି ରୋମାଞ୍ଚକର ଫାଇନାଲ୍ ସିରିଜ୍‌ର ଚୂଡ଼ାନ୍ତ ମ୍ୟାଚ୍‌ରେ ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଦଳ…

Continue Readingହତାଶିମିଳିରେ ରାତ୍ରିକାଳୀନ କ୍ରିକେଟ୍ ଉଦ୍‌ଯାପିତ: ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଚାମ୍ପିୟନ

ବିଦ୍ୟୁତ୍ କର୍ମଚାରୀ ଛଟେଇକୁ ନେଇ ବଇଣ୍ଡାରେ ପ୍ରବଳ ପ୍ରତିବାଦ: ଛଟେଇ ପ୍ରତ୍ୟାହାର କରି ୧୦ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦାବି

ଅନୁଗୁଳ: ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ପାଇଁ ଟାଟା ପାୱାରରେ ନିଯୁକ୍ତ ହୋଇଥିବା ୧୦ ଜଣ ଠିକା କର୍ମଚାରୀଙ୍କୁ ହଠାତ୍ ଛଟେଇ କରି ଦିଆଯିବା ପରେ ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଶନିବାର ଦିନ…

Continue Readingବିଦ୍ୟୁତ୍ କର୍ମଚାରୀ ଛଟେଇକୁ ନେଇ ବଇଣ୍ଡାରେ ପ୍ରବଳ ପ୍ରତିବାଦ: ଛଟେଇ ପ୍ରତ୍ୟାହାର କରି ୧୦ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦାବି

​ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍: ରେଳ ଧାରଣା ଉପରେ ଚାଲିଗଲା ଯୁବକଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବଇଣ୍ଡା ରେଳ ଓଭରବ୍ରିଜ୍‌ ଉପରୁ ଏକ ବାଇକ୍‌ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି ଅନୁଗୁଳ ବ୍ଲକ୍ ପଞ୍ଚମହଲା ଅଞ୍ଚଳର ନୀର…

Continue Reading​ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍: ରେଳ ଧାରଣା ଉପରେ ଚାଲିଗଲା ଯୁବକଙ୍କ ଜୀବନ

ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ନାକିଚି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ମନୋନୟନ ହୋଇଛି। ନୂତନ ସଭାପତି…

Continue Readingପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ବଇଣ୍ଡା କଲେଜରେ ବାଲ୍ୟ ବିବାହ ବିରୋଧୀ ବକ୍ତୃତା ପ୍ରତିଯୋଗିତା, କୁପ୍ରଭାବ ବିଷୟରେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରେ ଜନତା ମହାବିଦ୍ୟାଳୟରେ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ କାର୍ଯ୍ୟକ୍ରମ ଓ ତ୍ରିଧାର ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ…

Continue Readingବଇଣ୍ଡା କଲେଜରେ ବାଲ୍ୟ ବିବାହ ବିରୋଧୀ ବକ୍ତୃତା ପ୍ରତିଯୋଗିତା, କୁପ୍ରଭାବ ବିଷୟରେ ଆଲୋଚନା

ଗାଈଙ୍କୁ ବ୍ୟାପୁଛି ଫାଟୁଆ ରୋଗ:୨୦ ଗାଈଙ୍କୁ ଦିଆଗଲା ଟୀକା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ଗାଈଙ୍କଠାରେ ଏବେ ଫାଟୁଆ ରୋଗ ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ବଇଣ୍ଡା ଅଞ୍ଚଳରେ ନିରାକରଣ ଆରମ୍ଭ କରାଯାଇଛି। ପଶୁ ସମ୍ପଦ ବିଭାଗ ଓ କିଛି ସାମାଜିକ କର୍ମୀଙ୍କ ଦ୍ଵାରା ସାପ୍ତାହିକ ହାଟ…

Continue Readingଗାଈଙ୍କୁ ବ୍ୟାପୁଛି ଫାଟୁଆ ରୋଗ:୨୦ ଗାଈଙ୍କୁ ଦିଆଗଲା ଟୀକା

ବଇଣ୍ଡାରେ ଟ୍ରେନ ରହଣି ସହ ମୋବାଇଲ ଟାୱାର ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡାରେ ବିଭିନ୍ନ ଟ୍ରେନର ରହଣି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବଇଣ୍ଡା ଅଂଚଳର ଅନୁଗୁଳ…

Continue Readingବଇଣ୍ଡାରେ ଟ୍ରେନ ରହଣି ସହ ମୋବାଇଲ ଟାୱାର ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

ବଇଣ୍ଡାରେ ମା’ ଲକ୍ଷ୍ମୀଙ୍କ ଭସାଣି ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶଙ୍ଖାରୀ ସାହି ଠାରେ ଚାଲିଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂଜା କମିଟି ପକ୍ଷରୁ ମା'ଙ୍କର ମୂର୍ତ୍ତିକୁ ଏକ ଟ୍ରାକ୍ଟର ଯୋଗେ ବସାଇ ନଗର ପରିକ୍ରମା କରାଯାଇଥିଲା। ବାଜା…

Continue Readingବଇଣ୍ଡାରେ ମା’ ଲକ୍ଷ୍ମୀଙ୍କ ଭସାଣି ଆୟୋଜିତ

କାର ଧକ୍କାରେ ଅଟୋ ଓଲଟିଲା; ୪ ଗୁରୁତର ଆହତ

ଅନୁଗୁଳ: ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ଥାନା ଅଞ୍ଚଳର ରାଣୀଭୂଇଁ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଅଟୋକୁ ପଛରୁ ଏକ କାର୍ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡ଼ିଛି ଏବଂ ଅଟୋରେ ବସିଥିବା…

Continue Readingକାର ଧକ୍କାରେ ଅଟୋ ଓଲଟିଲା; ୪ ଗୁରୁତର ଆହତ

ରୋଟାରୀ କ୍ଲବ ଅନୁଗୁଳ ରୟାଲର ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ଅନୁଗୁଳ: ରୋଟାରୀ କ୍ଲବ ଅନୁଗୁଳ ରୟାଲ ତତଫରୁ ରକ୍ତ ଦାନ ଶିବିର ସହିତ ଏକ ବିଶାଳ ସ୍ବାସ୍ଥ୍ୟ  ଏବଂ ସଚେତନତା ଶିବିର ବଇଣ୍ଡା ପଞ୍ଚାୟତ ସମିତି ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ରୋଟାରୀ ରୟାଲର ସଭାପତି ରୋଟାରିଆନ ଡାକ୍ତର କୁମାର ସୌମ୍ୟକାନ୍ତ…

Continue Readingରୋଟାରୀ କ୍ଲବ ଅନୁଗୁଳ ରୟାଲର ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର