ଗାଧୋଇ ସାରି ଫେରୁଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିମଳବେଡା ଗାଁରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗତକାଲି ରାତିରେ ବାଲିପଟା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ା ଥିବାରୁ ତାଙ୍କୁ ବାଇକ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିଲା। ଏହି…

Continue Readingଗାଧୋଇ ସାରି ଫେରୁଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଝଗଡ଼ା ହେବାରୁ ପୁଅର ସାଙ୍ଗକୁ ବନ୍ଧୁକ ଦେଖାଇ ହତ୍ୟା ଉଦ୍ୟମ, ବାପା ଗିରଫ

ବଇଣ୍ଡା: ଠାକୁରଗଡ଼ ଥାନା ବରଡିପ ଗ୍ରାମରେ ଗୁରୁବାର ନିସେଲ ବିଶ୍ୱାଳଙ୍କୁ ସେହି ଗ୍ରାମର ବୁଲୁ ନାୟକ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ନେଇ ସେ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୨୧/୨୩ ରେ…

Continue Readingଝଗଡ଼ା ହେବାରୁ ପୁଅର ସାଙ୍ଗକୁ ବନ୍ଧୁକ ଦେଖାଇ ହତ୍ୟା ଉଦ୍ୟମ, ବାପା ଗିରଫ

ସିଆଇଏସଏଫ ଗ୍ରାଉଣ୍ଡରେ ଚାଲିଥିବା ନିଯୁକ୍ତି ରାଲିରେ ଦୌଡ଼ ବେଳେ ଅସୁସ୍ଥ ହେଲେ ପ୍ରାର୍ଥୀ, ହସ୍ପିଟାଲରେ ଗଲା ଜୀବନ

ନାଲକୋ: ନାଲକୋ ନଗର ସିଆଇଏସଏଫ ଗ୍ରାଉଣ୍ଡରେ ଚଳିତ ସପ୍ତାହ ଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ରାଲିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପୁରୁଷୋତ୍ତମ ସାହୁ। ସେ ବରଗଡ଼ ଜିଲ୍ଲାର ସରଧାପାଲି ଗ୍ରାମର ବୋଲି ଜଣାଯାଇଛି। ଏହି ରାଲିରେ ବିଭିନ୍ନ…

Continue Readingସିଆଇଏସଏଫ ଗ୍ରାଉଣ୍ଡରେ ଚାଲିଥିବା ନିଯୁକ୍ତି ରାଲିରେ ଦୌଡ଼ ବେଳେ ଅସୁସ୍ଥ ହେଲେ ପ୍ରାର୍ଥୀ, ହସ୍ପିଟାଲରେ ଗଲା ଜୀବନ

ବାଇକ୍ ସହ ଧକ୍କା ହେଲା ଯାତ୍ରୀ ବାହୀ ଅଟୋ, ଉଭୟ ଗାଡ଼ି ଆରୋହୀ ଆହତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଛକ ନିକଟରେ ଆଜି ସକାଳେ ଏକ ଅଟୋ ସହ ବାଇକର ଧକ୍କା ହୋଇଛି। ଏଥିରେ ଉଭୟ ବାଇକ ଚାଳକ ଓ ଅଟୋରେ ବସିଥିବା ମହିଳା ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ…

Continue Readingବାଇକ୍ ସହ ଧକ୍କା ହେଲା ଯାତ୍ରୀ ବାହୀ ଅଟୋ, ଉଭୟ ଗାଡ଼ି ଆରୋହୀ ଆହତ

ମହଙ୍ଗା ପଡ଼ିଲା ନାବାଳିକାକୁ ପ୍ରେମ ବିବାହ, ବନ୍ଧା ହେଲା ନାବାଳକ ଟ୍ରକ୍ ହେଲପର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକାକୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ହରିହରପୁର ଅଞ୍ଚଳର ଜଣେ ୧୭ ବର୍ଷର ନାବାଳକ ଟ୍ରକ୍ ହେଲପର…

Continue Readingମହଙ୍ଗା ପଡ଼ିଲା ନାବାଳିକାକୁ ପ୍ରେମ ବିବାହ, ବନ୍ଧା ହେଲା ନାବାଳକ ଟ୍ରକ୍ ହେଲପର

କୁକୁର ସହିତ ରିଲସ୍ କରି ଯୁବକ ଗୁରୁତର

ଅନୁଗୁଳ: ଗୋଟିଏ ବୁଲା କୁକୁର ସହିତ ରିଲସ୍ କରିବାକୁ ଯାଇ ଜଣେ ଯୁବକ ଏବେ କୋମାରେ ଥିବା ଖବର ମିଳିଛି। ଦେବଗଡ଼ ଅଞ୍ଚଳର ଯୁବକ ମୋହନ ପ୍ରଧାନ ଗୋଟିଏ ବୁଲା କୁକୁର ସହିତ ରିଲସ୍ ସୁଟିଂ କରିବାକୁ ଗୋଟିଏ ହାତରେ ବରା…

Continue Readingକୁକୁର ସହିତ ରିଲସ୍ କରି ଯୁବକ ଗୁରୁତର

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବଇଣ୍ଡା: କିଶୋରନଗର ବ୍ଲକ ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ ହଣ୍ଡପା ଥାନା ହିଞ୍ଜିରୀଡା ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର ବାପା ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ନମିତା ନାୟକ…

Continue Readingନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଉଦ୍ଧାର ହେଲା ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ, ୪ ଗିରଫ

ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା କମ୍ପ୍ୟୁଟର ସହ ଅନେକ ସାମଗ୍ରୀ ସୋମବାର କିଶୋରନଗର ପୋଲିସ ରେଢାଖୋଲ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି।ଏଥିସହ ପୋଲିସ ଚୋରିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କିଶୋରନଗର…

Continue Readingଉଦ୍ଧାର ହେଲା ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ, ୪ ଗିରଫ

କଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଇଲାକାରୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ପୋଲିସ ସୋମବାର ପୋକସୋ, ଅପହରଣ ଭଳି ସଙ୍ଗୀନ ଦଫା ଲଗାଇ…

Continue Readingକଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

ଅଟୋ-ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହାଇସ୍କୁଲ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ଅଟୋ ଓ ଟ୍ରଲର ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ…

Continue Readingଅଟୋ-ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର