ପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଲେ ବାପା-ମା’
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ପୁଅ ଆକ୍ରମଣ କରିଥିବା ନେଇ ବାପା ଓ ମା' ଜରପଡ଼ା ଥାନାରେ ମାମଲା ରୁଜୁ କରିଛନ୍ତି। ସୂଚନା ମୁତାବକ, ଦୁର୍ଗାପୁର ଗ୍ରାମର ରଞ୍ଜନ କୁମାର ସାହୁ ଗତ…



