ଫୋନରେ ବରିଷ୍ଠ ନାଗରିକଙ୍କୁ ହତ୍ୟା ଧମକ

ଅନୁଗୁଳ: ବନ୍ତଳା ମଧୁପୁର ଅଞ୍ଚଳର ନିରଞ୍ଜନ ଦେହୁରୀ (୬୫) ଅନୁଗୁଳ ଟାଉନର ମିଶ୍ରପଡ଼ାରେ ସାମୟିକ ପାଇଁ ରହୁଛନ୍ତି। ଗତ ଜୁନ ୧୪ ତାରିଖ ଅପରାହ୍ନ ପ୍ରାୟ ୪:୩୦ ସମୟରେ ଜଣେ ବ୍ୟକ୍ତି ନିରଞ୍ଜନଙ୍କ ମୋବାଇଲକୁ ଫୋନ୍ କରି ତୋ ପୁଅ ଆମକୁ…

Continue Readingଫୋନରେ ବରିଷ୍ଠ ନାଗରିକଙ୍କୁ ହତ୍ୟା ଧମକ

ବିବାହରେ ରୋଷେଇ କରି ଫେରୁଥିବା ବେଳେ ଅଘଟଣ, ବ୍ରିଜ ତଳକୁ ଖସି ରୋଷେୟା ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପମ୍ପାସର ନିକଟ ନଳାଖୋଲ ନାଳ ବ୍ରିଜ ତଳକୁ ପଡି ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହିନ୍ଦୋଳ ଅଞ୍ଚଳର ସହଦେବ ବେହେରା ବୋଲି ଜଣାପଡ଼ିଛି। ସେ ଗତ ପ୍ରାୟ ୧୦ ବର୍ଷ ହେବ ଅନୁଗୁଳ…

Continue Readingବିବାହରେ ରୋଷେଇ କରି ଫେରୁଥିବା ବେଳେ ଅଘଟଣ, ବ୍ରିଜ ତଳକୁ ଖସି ରୋଷେୟା ମୃତ

ମାଟିଆ ସାହି ଗ୍ରିଡ୍‌ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

ଅନୁଗୁଳ: ସ୍ଥାନୀୟ ମାଟିଆ ସାହି ଆର୍‌ସିଏମ୍‌ଏସ ନିକଟରେ ଥିବା ଗ୍ରୀଡରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ କରିନେଇଥିବା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ସୁରକ୍ଷାକର୍ମୀ ଖବର ପାଇ ଚୋରଙ୍କୁ ଗୋଡାଇବା ବେଳେ ଜଣେ ଗୋଟିଏ…

Continue Readingମାଟିଆ ସାହି ଗ୍ରିଡ୍‌ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

ଟିଏଫ୍ଏଲର ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଅଚାନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର ସ୍ଥିତ ଟିଏଫ୍ଏଲରେ ଯେଡିସିଏଲ୍ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କିଶୋର ନଗର ବ୍ଲକ ଅନ୍ତର୍ଗତ କଟରଙ୍ଗା ଗ୍ରାମର ହେମନ୍ତ ବେହେରା (୫୬) ଯେଡିସିଏଲ୍ ନାମକ ଏକ ଘରୋଇ କମ୍ପାନୀରେ…

Continue Readingଟିଏଫ୍ଏଲର ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଅଚାନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ହାତୀ ଆକ୍ରମଣରେ ଯୁବକ ମୃତ

ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣା ଗଡ ବଡ଼ଦାଣ୍ଡ ସାହିର ଜନୈକ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବଡ଼ ଦାଣ୍ଡ ସାହିର ଜମ୍ବେଶ୍ଵର ଖଟୁଆଙ୍କ ପୁଅ ଲିପୁ ଖଟୁଆ(୩୦) ଘରେ ବସିଥିବା ବେଳେ ପଲେ ହାତୀ ଘର…

Continue Readingହାତୀ ଆକ୍ରମଣରେ ଯୁବକ ମୃତ

ବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ସୋମବାର ୬ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ…

Continue Readingବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଓଲଟିଲା ବୋଲେରୋ, ୭ ଆହତ

କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି। ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ…

Continue Readingଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଓଲଟିଲା ବୋଲେରୋ, ୭ ଆହତ

୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତ ବାଲିସାହିର ହରିଜନ ବସ୍ତିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ପବନରେ ୧୦ ପରିବାରର ଘର ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଅଁରପାଳ ଅଞ୍ଚଳରେ…

Continue Reading୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଟାଉନସିପ ଅଞ୍ଚଳରେ ଗତ କାଲି ଏକ ବାଇକକୁ ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୮ ଟାରେ ନାଲକୋ ଟାଉନସିପ ଅଞ୍ଚଳର…

Continue Readingରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ସର୍ଟ ସର୍କିଟ ହେବାରୁ ପ୍ରଥମେ ପ୍ରଦୀପ ବାଘଙ୍କ ଘରେ ନିଆଁ ଲାଗିଥିଲା। ଏହି ନିଆଁ ଦେଖୁ ଦେଖୁ ଆଖପାଖ ୧୩ ପରିବାରର…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ