ବଇଣ୍ଡା ଓ ଆଠମଲ୍ଲିକ ଅବକାରୀ ଚଢ଼ାଉ: ବିପୁଳ ଦେଶୀ ମହୁଲି ମଦ ଏବଂ ପୋଚ ଜବତ, ୫ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଆଜି କିଶୋର ନଗର ଥାନା ଏବଂ ହଣ୍ଡପା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ସୂଚନା ମୁତାବକ, ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗ୍ରାମର ଗଣେଶ ପ୍ରଧାନଙ୍କ ଠାରୁ…



