ରୋଡ଼ ରୋମିଓଙ୍କ ଆକ୍ରମଣରେ ଜଣେ ଗୁରୁତର
ଅନୁଗୁଳ: ଟିଉସନ୍ ରୁ ଫେରୁଥିବା ଝିଅ ପିଲାଙ୍କୁ କମେଣ୍ଟ ମାରିବା ସହ ଟେକା ଫିଙ୍ଗୁଥିବା କିଛି ଯୁବକଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ରାଣିଗୋଡା ଗାଁରେ ଏ ଭଳି ଘଟଣା ଘଟିଛି। ଟିଉସନ୍ ରୁ ଫେରୁଥିବା…
ଅନୁଗୁଳ: ଟିଉସନ୍ ରୁ ଫେରୁଥିବା ଝିଅ ପିଲାଙ୍କୁ କମେଣ୍ଟ ମାରିବା ସହ ଟେକା ଫିଙ୍ଗୁଥିବା କିଛି ଯୁବକଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ରାଣିଗୋଡା ଗାଁରେ ଏ ଭଳି ଘଟଣା ଘଟିଛି। ଟିଉସନ୍ ରୁ ଫେରୁଥିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ଼ ଛକ ନିକଟରେ ଏକ ବାଇକ ସହିତ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଅନୁଗୁଳ ଶାକସିଂହା ଗ୍ରାମର ଅମର ରାଉତ। ସୂଚନା…
ଅନୁଗୁଳ: ଗୋତମର ଗାଁ ନିକଟସ୍ଥ ନାଲକୋ ଟ୍ରେନ ଲାଇନ ପାଖରୁ ବୁଧବାର ଏକ ୧୦ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର ହୋଇଛି। ଗାଁର ସନ୍ତୋଷ, ଲିପୁନ୍ ଓ ଗ୍ରାମବାସୀ ମିଶି ସାପକୁ ଉଦ୍ଧାର କରିଥିଲେ। ସୂଚନା ଅନୁସାରେ, ସାପଟି ଜଣେ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମଙ୍ଗଳବାର ହାଟ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବନ୍ଦା ବ୍ରିଜ ଉପରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ନାଲକୋ ଟାଉନସିପ୍ କେନାଲ ନିକଟସ୍ଥ…
ତାଳଚେର: ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଟ୍ରକ ଚାପାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନ୍ଥପଡ଼ା ଗ୍ରାମର ୭୪ ବର୍ଷୀୟ ଗୋବର୍ଦ୍ଧନ ସାମଲ (ଗୁବୁରି)। ସୂଚନା ଅନୁସାରେ, ଗୋବର୍ଦ୍ଧନ ତାଙ୍କ କୁକୁଡ଼ା…
ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ୍ଵ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶନିବାର ୨ଟାରେ ବଡ଼ହିଂସ୍ଵ ଗ୍ରାମର ଅଭୟ…
ଅନୁଗୁଳ: ବିଦ୍ୟୁତ ଆଘାତରେ ଗୁରୁତର ମହିଳାଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜ୍ଞାନେନ୍ଦ୍ର ନାଏକଙ୍କ ସ୍ତ୍ରୀ ନନ୍ଦିନୀ ନାଏକ (୪୬) ସନ୍ଧ୍ୟାରେ କୂଅରୁ ପାଣି କାଢ଼ିବା ବେଳେ ବିଦ୍ୟୁତ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବନଦୁର୍ଗା ପିଠ ନିକଟସ୍ଥ ବୁଲାଣିରେ ଏକ କାର ଭାର ସାମ୍ୟ ହରାଇ ରାସ୍ତାର ୫ ଫୁଟ ତଳକୁ ଖସିପଡିବ ସହିତ କାର ଚାଳକଙ୍କ ସମେତ ୨ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବୁଢ଼ାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡ଼ା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି କଟୁରୀରେ ଆକ୍ରମଣ କରି…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ତାଳଚେର ବଜାରରୁ ଟାଇଲସ ଦେଖି ସ୍ୱାମୀଙ୍କ ସହ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା…