ଅନୁଗୁଳ: ସୋମବାର ବଡ଼ି ଭୋର ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟର ଏକ ଭେରାଇଟି ଷ୍ଟୋରରେ ନିଆଁ ଲାଗି ଯାଇଥିଲା।ଦୀପରୁ ନିଆଁ ଧରି ଦୋକାନ ସାରା ବ୍ୟାପି ଯାଇଥିଲା।କିଛି ବାଟୋଇ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ବିଦ୍ୟୁତ୍ ଓ ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ କ୍ଷୟକ୍ଷତି ବିଶେଷ ହୋଇ ନ ଥିଲା।
ଦୀପରୁ ନିଆଁ ଲାଗି ଜଳିଗଲା ଦୋକାନ
- Post published:November 13, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul