ପୁତୁରାର କାଠ ଫାଳିଆ ମାଡ଼ରେ ବୃଦ୍ଧା ଗୁରୁତର, ଥାନାରେ ମାମଲା
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜରପଡ଼ା ଗ୍ରାମରେ ପୁତୁରାର କାଠ ଫାଳିଆ ମାଡ଼ରେ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧା ହେଲେ ଜରପଡ଼ା ଗ୍ରାମର ଲଳିତା ବେହେରା। ସୂଚନା ମୁତାବକ, ଜରପଡ଼ା ଗ୍ରାମର ଲଳିତା…



