ଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି
କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ…
କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କଟକ ପଠାଇଛନ୍ତି। ସୂଚନା ମୁତାବକ, ହମାବିରା…
ଅନୁଗୁଳ: ସ୍ଥାନୀୟ ଫପଣ୍ଡ ଗ୍ରାମ ନିକଟ ବିଲ ମଧ୍ୟରେ ଫସି ରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନିକଟସ୍ଥ ଫପଣ୍ଡ ଗ୍ରାମରେ ଆଜକୁ ୩-୪ ଦିନ ହେବ ଜଣେ ୮୦…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଅନୁରାଗ କୁମାର। ସୂଚନା ମୁତାବକ, ଅନୁରାଗ କୁମାର ଅନଲାଇନରେ ଚାକିରି ଖୋଜୁଥିଲେ। ସେଥିରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଏକ ପଡ଼ିଆ ଜମିକୁ ଗୋରୁ ପଶିଯିବାକୁ କେନ୍ଦ୍ରକରି ମାଡିପିଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ସନ୍ତରାବନ୍ଧ ଗ୍ରାମର ବିଜୁ ସାହୁ ମଙ୍ଗଳବାର ଅପରାହ୍ନ ୨ଟାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ଶାସନ ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଝିଅଙ୍କୁ ଟଣାଓଟରା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଦୟାନିଧି ନାଥ ଓ ଦମୟନ୍ତୀ ନାଥଙ୍କ ଝିଅ ଜଣେ ମାନସିକ ବିକାରଗ୍ରସ୍ତ। ତାଙ୍କୁ ସେହି ଗ୍ରାମର ଜଣେ…
ଅନୁଗୁଳ: ୧୪୯ ଜାତୀୟ ରାଜପଥ ତାଳବେଡା ନୋଏଣ୍ଟ୍ରି ତଥା ଅତିରିକ୍ତ ଆରକ୍ଷୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଜଣା ଗାଡି ଧକ୍କାରେ ମୃତ ୭ ଗୋରୁଙ୍କୁ ସ୍ଥାନୀୟ ଯୁବକ ପୋତିଛନ୍ତି। ସୂଚନା ମୁତାବକ, ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ୭ ଗୋ ମାତାଙ୍କର…
ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଝାରସୁଗୁଡ଼ାସାହିରେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରର ତାଲା ଭାଙ୍ଗି ସୁନା,ରୁପା ଇତ୍ୟାଦି ଚୋରି ହୋଇଥିବା ନେଇ ପରିବାର ଲୋକ ଶନିବାର ଛେଣ୍ଡିପଦା ଥାନାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଛକ ନିକଟରେ ଆଜି ସାଇକେଲ ସହ ଟାଟାଏସି ଧକ୍କା ହୋଇଛି। ସୂଚନା ଯେ, ନୂଆହତା ଗ୍ରାମର ଚାରି ଜଣ ବ୍ୟକ୍ତି ଦୈନିକ କାମ ସାରି ସନ୍ଧ୍ୟାରେ ଚାରଟି ସାଇକେଲ ଯୋଗେ ନିଜ…
ଛେଣ୍ଡିପଦା:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନାର ପୁଟଗାଡିଆ ଗ୍ରାମରେ ଶଳା ଓ ସ୍ତ୍ରୀଙ୍କ ମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ନେଇ ଶନିବାର ଜରପଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା…